ଲକଡାଉନ୍ ଡାଏରୀ

ଏକ ମହାମାରୀର ଦସ୍ତାବିଜ

କରୋନା ଆଜି ପୃଥିବୀର ପ୍ରତ୍ୟେକ ଘର ଆଗରେ “କୋକୁଆ” ଭଳି ଠିଆ ହୋଇଛି । “କୋକୁଆ” ଶବ୍ଦଟି ବିଷୟରେ ଆମର ପୃଥିବୀ ବିଲକୁଲ ଅବଗତ ନୁହେଁ,କାରଣ ଏ ଶବ୍ଦ ଓ ଚରିତ୍ର ତିଆରି କରିଥିଲେ ଓଡିଆ କବିତାର ପ୍ରଥମ ମହାକବି ସାରଳା ଦାସ। ପଞ୍ଚଦଶ ଶତାବ୍ଦୀର ଜଣେ ଓଡିଆ କବି ଲେଖିଥିବା “କୋକୁଆ” ସହିତ “କରୋନା”ର ସମ୍ପର୍କ କଣ ? କୋକୁଆର ବର୍ଣ୍ଣନା କରିବାକୁ ଯାଇ ସାରଳା ଦାସ କୃଷ୍ଣଙ୍କ ତୁଣ୍ଡରେ କୁହାଉଛନ୍ତି ଯେ- “କୋକୁଆର ଯୋଜନ ଯୋଜନ ଲମ୍ବା ହାତ ଓ ସାତଟି ଆଖି । ନଅଟା ଡେଣା ଲଗାଇ ସେ ଆକାଶରେ ଏକାକୀ ଉଡୁଥାଏ । ଯୋଜନ ବିସ୍ତାରୀ ତାର ତୁଣ୍ଡ ଓ ପେଟ। ସେ ଯାହାକୁ ପାରିଲା ତାକୁ ଗୋଟେଇ ନେଇ ଖାଇପକାଏ” । ଗୋଟେ ମହାମାରିର ମେଟାଫର ୟାଠୁ ଅଲଗା ହୋଇପାରିବନି । ତେବେ ସାରଳା ଦାସଙ୍କ କୋକୁଆ କେବଳ ଏକ କଳ୍ପନାର ଭୟ ଥିବା ବେଳେ କରୋନା କିନ୍ତୁ ସତ୍ୟ । ମାତ୍ର ତିନିମାସରେ ଏହା ପୃଥିବୀର ୨୦୦ ଦେଶକୁ ତଳିତଳାନ୍ତ କରିସାରିଛି । ଏ ମହାମାରୀ ଓ ତାର ଭୟଙ୍କର ପ୍ରଭାବକୁ ଭୋଗିଥିବା ଜଣେ ସାମ୍ବାଦିକ ଓ ଲେଖକଙ୍କ ଡାଏରୀ ।

ସୂଚୀପତ୍ର

1
୨, ମାର୍ଚ୍ଚ, ୨୦୨୦
୨, ମାର୍ଚ୍ଚ, ୨୦୨୦। ଦିନ ୧୨ଟା। ଏଇ ସମୟ ଗହଳି ଓ କୋଳାହଳର ସମୟ। କାମ ଓ ଫୁରସତ ନଥିବାର ସମୟ। ଅଥଚ ଆଜି ସବିକିଛି ଚୁପଚାପ, ନୀରବ...
Last updated on: Apr 23, 2021
2
୨୫, ମାର୍ଚ୍ଚ, ୨୦୨୦
୨୫, ମାର୍ଚ୍ଚ, ୨୦୨୦ । ୨୧ ଦିନର ଲକ ଡାଉନ, ଭାରତୀୟ ଜୀବନରେ ୨୧ ଦିନର ଭୋକ ଓ ଅଭାବ ।
Last updated on: Apr 24, 2021
3
୨୭, ମାର୍ଚ୍ଚ, ୨୦୨୦
୨୭, ମାର୍ଚ୍ଚ, ୨୦୨୦ । ଅସ୍ପୃଶ୍ୟତାର ଏ ନୂଆ ସହର। ଏ ନୂଆ ପୃଥିବୀ ।
Last updated on: Apr 24, 2021
4
୨୮, ମାର୍ଚ୍ଚ, ୨୦୨୦
୨୮, ମାର୍ଚ୍ଚ, ୨୦୨୦ । କରୋନା ଆଜି ପୃଥିବୀର ପ୍ରତ୍ୟେକ ଘର ଆଗରେ “କୋକୁଆ” ଭଳି ଠିଆ ହୋଇଛି ।
Last updated on: Apr 26, 2021
5
୩୦, ମାର୍ଚ୍ଚ, ୨୦୨୦
୩୦, ମାର୍ଚ୍ଚ, ୨୦୨୦ । ରାସ୍ତା ଯାହାର ଘର, ଲକ ଡାଉନ ସମୟରେ ସେ ରହିବ କେଉଁଠି, ତା କଥା ବୁଝିବ କିଏ??
Last updated on: Apr 26, 2021
6
୧, ଏପ୍ରିଲ, ୨୦୨୦
୧, ଏପ୍ରିଲ, ୨୦୨୦ । ମୁଖାପିନ୍ଧା ଏ ସମୟର ଶୋକଗୀତ ।
Last updated on: Apr 26, 2021
7
୨, ଏପ୍ରିଲ, ୨୦୨୦
୨, ଏପ୍ରିଲ, ୨୦୨୦ । ମହାମାରୀର ଧର୍ମ ଏବଂ ଧର୍ମ ଆଧାରରେ ମହାମାରୀର ରାଜନୀତି ।
Last updated on: Apr 26, 2021
8
୩, ଏପ୍ରିଲ, ୨୦୨୦
୩, ଏପ୍ରିଲ, ୨୦୨୦ । ଲକ ଡାଉନ ପରେ କଣ, କରୋନା ବିରୋଧରେ ସଂଗ୍ରାମ ଏପ୍ରିଲ ୧୩ରେ ସରିବ ନାହିଁ !!
Last updated on: Apr 26, 2021
9
୫, ଏପ୍ରିଲ, ୨୦୨୦
୫, ଏପ୍ରିଲ, ୨୦୨୦ । କରୋନା ସଙ୍କଟ ସମୟରେ ଧର୍ମର ବିଫଳତା ଓ ବିଜ୍ଞାନର ଆବଶ୍ୟକତାକୁ ଆମେ ବୁଝିବା ଉଚିତ ହେବନାହିଁ କି ?
Last updated on: Apr 26, 2021
10
୨୨, ଏପ୍ରିଲ, ୨୦୨୦
୨୨, ଏପ୍ରିଲ, ୨୦୨୦ । କରୋନାର ଖଳ ନାୟକ କିଏ, ଏ ପ୍ରଶ୍ନ ପଚାରିବା ଆଗରୁ ଆମେ ନିଜେ ନିଜକୁ ଦର୍ପଣରେ ଦେଖିନେବା ଉଚିତ !!
Last updated on: Apr 26, 2021
11
୨୪, ଏପ୍ରିଲ, ୨୦୨୦
୨୪, ଏପ୍ରିଲ, ୨୦୨୦ । କରୋନା ବିରୋଧୀ ସଂଘର୍ଷ, ଆଗକୁ ଆହୁରି ଲମ୍ବା ରାସ୍ତା ବାକି ଅଛି !!
Last updated on: Apr 26, 2021
12
୨୬, ଏପ୍ରିଲ, ୨୦୨୦
୨୬, ଏପ୍ରିଲ, ୨୦୨୦ । କରୋନା ପାଇଁ ସାମାଜିକ ଦୂରତା, ଆମକୁ ଅସଭ୍ୟ ଓ ଅସାମାଜିକ କରି ଦେବନି ତ !!
Last updated on: Apr 26, 2021
13
୨୭, ଏପ୍ରିଲ, ୨୦୨୦
୨୭, ଏପ୍ରିଲ, ୨୦୨୦ । ଶ୍ରମିକ ଓ ସାଧାରଣ ନାଗରିକ, ସରକାରଙ୍କ କରୋନା ପରୀକ୍ଷାଗାରରେ “ଗିନିଆ ପିଗ” ନୁହନ୍ତି !!
Last updated on: Apr 26, 2021
14
୩୦, ଏପ୍ରିଲ, ୨୦୨୦
୩୦, ଏପ୍ରିଲ, ୨୦୨୦ । ମଇ ୩ ପରେ କଣ, କରୋନା ବିରୋଧରେ ଯୁଦ୍ଧ ତ ଆରମ୍ଭ ହୋଇଛି ମାତ୍ର !!
Last updated on: Apr 26, 2021
15
୬, ମଇ, ୨୦୨୦
୬, ମଇ, ୨୦୨୦ । କରୋନା କର, ପୀଡିତ ଜନସାଧାରଣଙ୍କୁ ବେଡି ଉପରେ କରୋଡା ମାଡ !!
Last updated on: Apr 26, 2021
16
୭, ମଇ, ୨୦୨୦
୭, ମଇ, ୨୦୨୦ । ପ୍ରିୟ ଗଣମାଧ୍ୟମ!!କେତେ ଘୃଣା ଆଉ ବିଦ୍ଵେଷ ତିଆରି କଲେ ଯାଇ ଆମେ ଚୁପ ରହିବା, କୁହନ୍ତୁ ତ !!
Last updated on: Apr 26, 2021
17
୮, ମଇ, ୨୦୨୦
୮, ମଇ, ୨୦୨୦ । ସେ ଭାଇରସ ହେଉ କି ଭୋକ, ସେ ଲକ ଡାଉନ ହେଉ କି ରେଳ ଦୁର୍ଘଟଣା,ଗରିବ ଇ ସବୁବେଳେ ମରିବ !!
Last updated on: Apr 26, 2021
18
୧୧, ମଇ, ୨୦୨୦
୧୧, ମଇ, ୨୦୨୦ । ଶ୍ରମିକ ଏବେ ନୂଆ ଅପରାଧୀ !!
Last updated on: Apr 26, 2021
19
୧୫, ମଇ, ୨୦୨୦
୧୫, ମଇ, ୨୦୨୦ । ଶ୍ରମିକ ଆଜି ନିଜ ଦୁଃଖରେ ନିଜେ ଆତ୍ମନିର୍ଭର, ତା ଲାଗି ନା ଅଛନ୍ତି ସରକାର ନା ରହିଛି ଅଦାଲତ !!
Last updated on: Apr 26, 2021
20
୧୬, ମଇ, ୨୦୨୦
୧୬, ମଇ, ୨୦୨୦ । ସରକାର ହୋ !! କରୋନା ନାମରେ ଶ୍ରମିକଙ୍କୁ ମାରି କେଉଁ ଯଶବାନା ଉଡାଇବ ହେ !!
Last updated on: Apr 26, 2021
21
୧୮, ମଇ, ୨୦୨୦
୧୮, ମଇ, ୨୦୨୦ । ଲକ ଡାଉନ, ଏକ ଦୀର୍ଘସ୍ଥାୟୀ ଅର୍ଥନୈତିକ ଆତ୍ମହତ୍ୟାର ସହଜ ପ୍ରକ୍ରିୟା !!
Last updated on: Apr 26, 2021
22
୨୩, ମଇ,୨୦୨୦
୨୩, ମଇ,୨୦୨୦ । ମହାମାରୀର ଅର୍ଥନୀତି ଓ ଅର୍ଥନୀତିର ମହାମାରୀ, ଏକ ଭୟଙ୍କର ଚକ୍ରବ୍ୟୁହରେ ଆମେ ସମସ୍ତେ !!
Last updated on: Apr 26, 2021
23
୨୬, ମଇ, ୨୦୨୦
୨୬,ମଇ, ୨୦୨୦ । ଲକ ଡାଉନ, ଜୁନ ୧ ତାରିଖରୁ ତାଲା ଖୋଲିବାର ସାହସ ସତରେ ଆମର ଅଛି ତ !!
Last updated on: Apr 26, 2021
24
୨୮, ମଇ, ୨୦୨୦
୨୮, ମଇ, ୨୦୨୦ । ଦେଶର ଗରିବଙ୍କ ଉପରେ ସରକାର ପ୍ରାୟୋଜିତ ଏ ଯାତନା ଓ ନିର୍ୟାତନାର ଅନ୍ତ ହେବ କେବେ ?
Last updated on: Apr 26, 2021
25
୨୯, ମଇ, ୨୦୨୦
୨୯,ମଇ, ୨୦୨୦ । କୋଭିଡ ତଥ୍ୟ ଓ ସୂଚନାକୁ ନେଇ ରାଜନୀତିର ଖେଳ, ସତ୍ୟ ଜାଣିବାର ସୁଯୋଗ ଆମ ପାଖରେ ରହିଛି କି ?
Last updated on: Apr 26, 2021
26
୩୧, ମଇ, ୨୦୨୦
୩୧, ମଇ, ୨୦୨୦ । ତାଲା ଖୋଲିବାର ବେଳ ଓ କରୋନା ସଂକ୍ରମଣ ବଢିବାର ବେଳ, ଏକ ବିଚିତ୍ର ବିରୋଧାଭାସ !!
Last updated on: Apr 26, 2021
27
୧, ଜୁନ, ୨୦୨୦
୧, ଜୁନ, ୨୦୨୦ । କେନ୍ଦ୍ର ସରକାର କହିଲେ ତାଲା ଖୋଲ, ଓଡିଶା ସରକାର ତାଲା ପକାଇ ଚାବି ଫିଙ୍ଗିଦେଲେ !!
Last updated on: Apr 26, 2021
28
୩, ଜୁନ, ୨୦୨୦
୩, ଜୁନ, ୨୦୨୦ । କରୋନା ସହିତ ଯୁଦ୍ଧ ନୁହେଁ, ଏବେ କରୋନା ସହ ସନ୍ଧି ଓ ଶାନ୍ତି ର ମାର୍ଗ ଖୋଜିବାକୁ ପଡିବ!!
Last updated on: Apr 26, 2021
29
୫, ଜୁନ,୨୦୨୦
୫, ଜୁନ,୨୦୨୦ । ପ୍ୟାକେଜ ପରେ ପ୍ୟାକେଜ ର ଘୋଷଣା, ହେଲେ ସାଧାରଣ ଜନତାର ପେଟ ଖାଲି, ପକେଟ ବି ଖାଲି!!
Last updated on: Apr 26, 2021
30
୭, ଜୁନ, ୨୦୨୦
୭, ଜୁନ, ୨୦୨୦ । ଭାରତରେ ଭ୍ରଷ୍ଟାଚାରର କରୋନା ଅବତାର, ଏକ ଦୀର୍ଘ ରାଜନୈତିକ କାହାଣୀ !
Last updated on: Apr 26, 2021
31
୧୨, ଜୁନ, ୨୦୨୦
୧୨, ଜୁନ, ୨୦୨୦ । ମହାମାରୀର ରାଜନୀତି-କ୍ଷମତାର ପଶାପାଲିରେ ମଣିଷ କେବଳ ଏକ ଅସହାୟ ଗୋଟି ମାତ୍ର!!
Last updated on: Apr 26, 2021
32
୧୫, ଜୁନ, ୨୦୨୦
୧୫, ଜୁନ, ୨୦୨୦ । କରୋନାକୁ ନେଇ ଲୋକଙ୍କ ଭିତରେ ଭୟ ତିଆରି କରିଥିବା ସରକାର ଏବେ ଭୟ ନ କରିବାକୁ କହିଲେ ଶୁଣିବ କିଏ??
Last updated on: Apr 26, 2021
33
୧୮, ଜୁନ, ୨୦୨୦
୧୮, ଜୁନ, ୨୦୨୦ । ରଥଯାତ୍ରା ଏକ ନୀତି ଓ ପରମ୍ପରା, ଏହାକୁ ଭାଙ୍ଗିବା ମହାମାରିଠୁ ବି ଭୟଙ୍କର ସାବ୍ୟସ୍ତ ହୋଇପାରେ!!
Last updated on: Apr 26, 2021
34
୨୨, ଜୁନ, ୨୦୨୦
୨୨, ଜୁନ, ୨୦୨୦ । ମାଦଳା ପାଞ୍ଜିରେ ଏ ବର୍ଷର ରଥଯାତ୍ରା ପାଇଁ ଗୋଟେ ଅଲଗା ଅଧ୍ୟାୟ ନିଶ୍ଚୟ ରହିବ!!
Last updated on: Apr 26, 2021
35
୨୭, ଜୁନ, ୨୦୨୦
୨୭, ଜୁନ, ୨୦୨୦ । ଲୋକଙ୍କୁ ହତ୍ୟା କରିବାର ଲାଇସେନ୍ସ ପୋଲିସ ହାତକୁ ଚାଲିଗଲା ପରେ ଆମେ କେତେ ଦୂର ନାଗରିକ ଭାବରେ ସୁରକ୍ଷିତ??
Last updated on: Apr 26, 2021
36
୨୮, ଜୁନ, ୨୦୨୦
୨୮, ଜୁନ, ୨୦୨୦ । ଶହେ ବର୍ଷ ତଳର ଏକ ରଥଯାତ୍ରା ରିପୋର୍ଟ, ହଇଜା ଓ କରୋନାର ସଂଯୋଗ !!
Last updated on: Apr 26, 2021
37
୩୦, ଜୁନ, ୨୦୨୦
୩୦, ଜୁନ, ୨୦୨୦ । କୋଭିଡ-୧୯ ମୁକାବିଲା କ୍ଷେତ୍ରରେ ଆମେ ଅନ୍ୟ ଦେଶମାନଙ୍କ ତୁଳନାରେ ସତରେ ଭଲ ପ୍ରଦର୍ଶନ କରୁଛୁ କି?
Last updated on: Apr 26, 2021
38
୩, ଜୁଲାଇ, ୨୦୨୦
୩, ଜୁଲାଇ, ୨୦୧୮ । କୋଭିଡ-୧୯ ମୁକାବିଲାରେ ମଇ ପରବର୍ତ୍ତୀ ଓଡିଶା, ବଦଳି ଯାଉଥିବା ଆଶଙ୍କା ଓ ସମ୍ଭାବନାର ଚିତ୍ର !!
Last updated on: Apr 26, 2021
39
୧୫, ଜୁଲାଇ, ୨୦୨୦
୧୫, ଜୁଲାଇ, ୨୦୨୦ । କରୋନା ମହାମାରୀର ଅମାନବୀୟ ବାଡ, ରାଜ୍ୟ ରାଜ୍ୟ ପରେ ଏବେ ଜିଲ୍ଲା ଜିଲ୍ଲା ଭିତରେ ବିଭାଜନ!!
Last updated on: Apr 26, 2021
40
୧୬, ଜୁଲାଇ, ୨୦୨୦
୧୬, ଜୁଲାଇ, ୨୦୨୦ । ଭଗବାନଙ୍କ ଭରସାରେ କରୋନା ମୁକାବିଲା, ଆଗକୁ ଅଧିକ ଅନ୍ଧାର ଓ ନୈରାଶ୍ୟର ସଙ୍କେତ!!
Last updated on: Apr 26, 2021
41
୧, ଅକ୍ଟୋବର,୨୦୨୦ - ଏକ କାତର ପ୍ରାର୍ଥନାର କବିତା
ଦିନ ପରେ ଦିନ, ମାସ ପରେ ମାସ ବୀତି ଚାଲିଛି। ମଶାଣୀରେ ମଣିଷ ଜଳିବାର ଦୃଶ୍ୟ ବଢି ଚାଲିଛି।...
Last updated on: Apr 26, 2021
ଏକ ତ୍ରୁଟି ରିପୋର୍ଟ କରନ୍ତୁ