
ଶୋଷଣର ବେଡି ଖୋଲିଯାଏ ଏଠି
କଷଣର ହୁଏ କ୍ଷୟ
ଶୋଷିତ, ପୀଡିତ, ଅତ୍ୟାଚାରିତ
ମଣିଷର ହୁଏ ଜୟ
ଏଇ ମୋର ପରିଚୟ
ମୃତ୍ୟୁ ମୋ ଠାରୁ କରେ ପଳାୟନ
ଜୀବନର ହୁଏ ଜୟ ।
୧୯୮୦ ମସିହାରେ ନିଜର ପ୍ରଥମ କବିତା ସଂକଳନ “ମୁକ୍ତ ପୂର୍ବାଶା” ରେ “ପରିଚୟ” ଶୀର୍ଷକ କବିତାରେ ଏକଥା ଲେଖିଥିଲେ
"ସାଲବେଗ ପରମ୍ପରାର ଶେଷ କବି ହୁସେନ ରବି ଗାନ୍ଧୀଙ୍କ ପରଲୋକ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |