ସଂଯୁକ୍ତା ପାଣିଗ୍ରାହୀ: ଓଡିଶୀ ନୃତ୍ୟର ପରମ୍ପରା ଓ ବିଦ୍ରୋହ

ଆଜି ସଂଯୁକ୍ତା ପାଣିଗ୍ରାହୀ ବଞ୍ଚିଥିଲେ ତାଙ୍କୁ ୭୭ ବର୍ଷ ପୂରିଥାନ୍ତା । ଅଥଚ ସେ ଆମଠୁ ବିଦାୟ ନେଲେଣି ଜୁନ ୨୪, ୧୯୯୭ରୁ । ମାତ୍ର ୫୩ (ଅଗଷ୍ଟ ୨୪, ୧୯୪୪ – ଜୁନ ୨୪, ୧୯୯୭) ବର୍ଷର ଆୟୁଷରେ ସେ ସ୍ଵୟଂସମ୍ପୂର୍ଣ୍ଣ ଏକ ଇତିହାସ । ଓଡିଶୀର ମହାନାୟିକାଙ୍କୁ ଶ୍ରଦ୍ଧାଞ୍ଜଳି ।


ଫଟୋ ସୌଜନ୍ୟ - ସବ୍ୟସାଚୀ ପାଣିଗ୍ରାହୀ
“ମଞ୍ଚରେ ସଂଯୁକ୍ତା ଅପରୂପା ସୁନ୍ଦରୀ । ଏପରିକି ସାଧାରଣ ଜୀବନରେ, ନୃତ୍ୟ ଅଭ୍ୟାସ କଲାବେଳେ, ନିଜ ସାଥି ସଙ୍ଗୀତଜ୍ଞଙ୍କ ସହ ଆଲୋଚନା କଲାବେଳେ, ତାଳ ସଂଶୋଧନ କଲାବେଳେ, ପରିବେଷଣ ସାରିବା ପରେ ଦର୍ଶକଙ୍କୁ ଧନ୍ୟବାଦ ଦେବାବେଳେ – ସବୁଠି ତାଙ୍କର ସୌନ୍ଦର୍ଯ୍ୟ ବିମୋହିତ କରେ । ସେ ଯେତେବେଳେ ଆଣ୍ଠୁମାଡି ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରନ୍ତି କିମ୍ବା ସକାଳର ଚା’ ପିଉଥାନ୍ତି, ସବୁଠି ତାଙ୍କ ସୌନ୍ଦର୍ଯ୍ୟ ବାରି ହୋଇପଡେ

"ସଂଯୁକ୍ତା ପାଣିଗ୍ରାହୀ: ଓଡିଶୀ ନୃତ୍ୟର ପରମ୍ପରା ଓ ବିଦ୍ରୋହ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ