ପୋଥିଦୁର୍ଗା

ଏବେ ପୂଜା ଶେଷ ଓ ପ୍ରେମର ଆରମ୍ଭ ଏବେ କବିତା ସରିଲା ଓ ଶବ୍ଦ ନଥିବା ଜୀବନର ଆରମ୍ଭ - ସେମିତି ଇ ଅକ୍ଷରର ଦୁର୍ଗା !!


ଶବ୍ଦମାନଙ୍କର ପାଦ ଖୋଜୁଛି ମୁଁ ପାମର ଅକ୍ଷର ଭିତରେ ଖୋଜୁଛି ଅସ୍ତ୍ର ଅର୍ଥ ଭିତରେ ସନ୍ୟାସ ଶବ୍ଦରୁ ଶବ୍ଦ ଭିତରେ ଖୋଜୁଛି ମେଘମାଳା, ନଦୀ ଓ ମହାସମୁଦ୍ର ରକ୍ତରେ ଖୋଜୁଛି ପ୍ରାଚୀନ ମହୁରୀର ମାଳେଶ୍ରୀ ରାଗ । ବନ୍ଦାଣ କରୁଛି ତୋର ତାଳପତ୍ର ଓ କାଗଜକୁ ପ୍ରଣିପାତ ହେଉଛି ତୋର

"ପୋଥିଦୁର୍ଗା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ