
ମୋର ହାତ
ତମ ଅସ୍ତିତ୍ବର ପରଦା ଖୋଲି
ତମକୁ ନିରାଭରଣ କରେ
ପୁନଶ୍ଚ ତମକୁ ପିନ୍ଧାଏ ଭିନ୍ନ ଏକ ନଗ୍ନତା
ଅନାବୃତ୍ତ କରେ ତମ ଦେହରୁ ଦେହକୁ
ମୋର ହାତ
ତମ ଦେହ ଲାଗି ଆବିଷ୍କାର କରେ ଆଉ ଏକ ଦେହ ।
**ଇଂରାଜୀରୁ ଅନୁବାଦ - କେଦାର ମିଶ୍ର**
"ଅକ୍ଟାଭିଓ ପାଜ୍ ଙ୍କ କବିତା - ସ୍ପର୍ଶ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |