କବିତାକୁ ନେଇ କବିର କିଛି କଥା

କବିତା ଲେଖି ନହେବାବେଳେ ବି କବିତା ହେଉନଥିବାର ଅବସାଦକୁ ନେଇ କବିତା ଲେଖା ହୁଏ । ସ୍ଵୀକାରୋକ୍ତିକୁ କବିତା ବୋଲି ଯଦି କୁହା ନ ଯିବ, ତା ହେଲେ ଇଏ କବିତା ନୁହଁ ।


କଣ ଲେଖିବି କାହା ବିଷୟରେ ଲେଖିବି ଭାବୁଛି !!! ନିଜ କଥା ? ନା, ଏତେ ଛୋଟ ଆଉ ଏତେ ସରଳ ଯେ କହିଲା ଭଳି କିଛି ନାହିଁ ଏଇ ଜୀବନରେ । ତମ କଥା ଲେଖିବି କି ? ତମେ ତ ହାତ ପାଉନଥିବା ଆକାଶରେ

"କବିତାକୁ ନେଇ କବିର କିଛି କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ