ଫ୍ରାଙ୍କ ଓ ହାରାଙ୍କ କବିତା "ଗୋଟେ ଲେଖକର ଆତ୍ମଜୀବନୀ"

ଫ୍ରାଙ୍କ ଓ ହାରା, ନ୍ୟୁୟର୍କର କବି । ଜନ୍ମ ୧୯୨୬, ମୃତ୍ୟୁ ୧୯୬୬ । ୪୦ ବର୍ଷର ଜୀବନରେ ଆମେରିକାର ଦୈନନ୍ଦିନ ଜୀବନକୁ କବିତାରେ ରୂପାନ୍ତରିତ କରିଥିବା କବି ସେ । କବି ସହିତ ସମକାଳର ଅନ୍ୟତମ ପ୍ରସିଦ୍ଧ ଚିତ୍ରକର ମଧ୍ୟ ।


ଫଟୋ - ୱିକିପିଡିଆ
ମୁଁ ଯେବେ ସାନପିଲା ଥିଲି ମୁଁ ନିଜ ସହିତ ଖେଳୁଥିଲି ସ୍କୁଲର କେଉଁ ଏକ ନିର୍ଜନ କୋଣରେ ଏକୁଟିଆ, ଏକଲା । ମୋତେ ଭଲ ଲାଗୁନଥିଲେ କଣ୍ଢେଇମାନେ ଭଲ ଲାଗୁନଥିଲା କୌଣସି ଖେଳ ପକ୍ଷୀମାନେ ମୋ ପାଖକୁ ନ ଆସି ଉଡିଯାଉଥିଲେ ଦୂରକୁ । ଯଦି ବା

"ଫ୍ରାଙ୍କ ଓ ହାରାଙ୍କ କବିତା "ଗୋଟେ ଲେଖକର ଆତ୍ମଜୀବନୀ"" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ