ପ୍ରେମରେ ପଡିବା ସେ ଆମକୁ ଶିଖାଇଥିଲେ । ଜୀବନ ଯେ ଏକ ପ୍ରେମକାହାଣୀ, ସେକଥା ଆମେ ତାଙ୍କ ଉପନ୍ୟାସ ପଢି ଜାଣୁଥିଲୁ । ଏପ୍ରିଲ ଖରାର ଦିପହର ହେଉ କି ନିଦ ଆସୁନଥିବା ଡିସେମ୍ବରର ରାତି, ଭାଙ୍ଗିଯାଇଥିବା ହୃଦୟର ଯନ୍ତ୍ରଣା ହେଉ କି ଟିକେ ସ୍ଵପ୍ନରେ କୁରୁଳି ଉଠୁଥିବା ସମୟ - ସବୁଠି ଆମେ ତାଙ୍କୁ ଭେଟୁଥିଲୁ । ପ୍ରେମ କହିଲେ ତାଙ୍କ ଉପନ୍ୟାସର ଅକ୍ଷର ଓ ତାଙ୍କ ଚରିତ୍ରମାନଙ୍କ
"ବିଭୁତି ପଟ୍ଟନାୟକ: ଗୋଟେ ପ୍ରେମକାହାଣୀର ରାଜନୀତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |