କେଦାର ମିଶ୍ର
ଯୋଗାଯୋଗ କରନ୍ତୁ

ବିଭୁତି ପଟ୍ଟନାୟକ: ଗୋଟେ ପ୍ରେମକାହାଣୀର ରାଜନୀତି

ଓଡିଆ ବହି ବଜାରରେ ଗୋଟେ ସମୟ ଥିଲା ଯେବେ ଆମେ ଆଖିବୁଜି କହିପାରୁଥିଲୁ ଯେ ବିଭୁତି ପଟ୍ଟନାୟକଙ୍କ ବହି “ବେଷ୍ଟ ସେଲର୍ସ” ବୋଲି । ଆଜି ଇଣ୍ଟରନେଟ ଓ ଇଂରାଜୀ ଉପନ୍ୟାସର ପ୍ରାବଲ୍ୟ ସମୟରେ ଏଇ ପ୍ରଜନ୍ମର କେହି ସେ ସମୟର ବିଭୁତି ପଟ୍ଟନାୟକଙ୍କ କ୍ରେଜ କଥା କଳ୍ପନା କରିପାରିବ ନାହିଁ ।


ଫଟୋ - କେଦାର ମିଶ୍ର
ପ୍ରେମରେ ପଡିବା ସେ ଆମକୁ ଶିଖାଇଥିଲେ । ଜୀବନ ଯେ ଏକ ପ୍ରେମକାହାଣୀ, ସେକଥା ଆମେ ତାଙ୍କ ଉପନ୍ୟାସ ପଢି ଜାଣୁଥିଲୁ । ଏପ୍ରିଲ ଖରାର ଦିପହର ହେଉ କି ନିଦ ଆସୁନଥିବା ଡିସେମ୍ବରର ରାତି, ଭାଙ୍ଗିଯାଇଥିବା ହୃଦୟର ଯନ୍ତ୍ରଣା ହେଉ କି ଟିକେ ସ୍ଵପ୍ନରେ କୁରୁଳି ଉଠୁଥିବା ସମୟ - ସବୁଠି ଆମେ ତାଙ୍କୁ ଭେଟୁଥିଲୁ । ପ୍ରେମ କହିଲେ ତାଙ୍କ ଉପନ୍ୟାସର ଅକ୍ଷର ଓ ତାଙ୍କ ଚରିତ୍ରମାନଙ୍କ

"ବିଭୁତି ପଟ୍ଟନାୟକ: ଗୋଟେ ପ୍ରେମକାହାଣୀର ରାଜନୀତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ | ଆପଣ ମାଗଣାରେ ହବ୍ ର ସଦସ୍ୟତା ଗ୍ରହଣ କରିପାରିବେ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ