ବଦ୍ରୀ ନାରାୟଣଙ୍କ କବିତା "ପ୍ରେମପତ୍ର"

ସମକାଳୀନ ହିନ୍ଦୀ କବିତାର ଚର୍ଚ୍ଚିତ କବି ବଦ୍ରୀ ନାରାୟଣଙ୍କର "ପ୍ରେମପତ୍ର" ଏକ ଚର୍ଚ୍ଚିତ କବିତା । ପ୍ରାୟ ୨୫ ବର୍ଷ ତଳେ ତରୁଣ କବି ବଦ୍ରୀ ନାରାୟଣ ଲେଖିଥିବା ଏ କବିତାର ଆବେଦନ ଆଜି ବି ଯେମିତି କି ସେମିତି ରହିଛି ।


ପ୍ରେତ ଆସିବ ତ ବହି ଭିତରୁ ବାହାର କରି ନେଇଯିବ ପ୍ରେମପତ୍ର ଶାଗୁଣା ତାକୁ ନେଇ ପାହାଡ ଉପରେ ଝୁଣି ଝୁଣି ଖାଇବ । ଚୋର ଆସିବ ତ ଚୋରେଇ ନେବ ପ୍ରେମପତ୍ର ଜୁଆରୀ ପ୍ରେମପତ୍ରକୁ ଲଗାଇବ ବାଜିରେ ଋଷି ଆସିଲେ ପ୍ରେମପତ୍ରକୁ

"ବଦ୍ରୀ ନାରାୟଣଙ୍କ କବିତା "ପ୍ରେମପତ୍ର"" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ