ଅରୁଣୋଦୟ

ମୁଁ ଥାଏ କି ନଥାଏ ତମ ଛାତିରେ, ଅମର ହୋଇ ରହିଯାଉ ମୋର ବେଦନା, ଖୋଦେଇ ହୋଇ ରହୁ ମୋର ସ୍ପନ୍ଦନ, ହେ ନୂଆ ସକାଳର ଅରୁଣ, ମୋର ସଲାମ ଘେନ ।


ଭଲପାଇବାର ଭାଷାରେ ଉଜ୍ଜଳ ଦିଶୁଥିବା ହେ ମୋର ପୃଥିବୀ ହେ ମୋର ସମୟ ତମକୁ ସଲାମ ଅନ୍ଧାରର ଟୋପି ପିନ୍ଧିଥିବା ହେ ଦୁର୍ଭାଗ୍ୟ ବୋମା ପରି ବରଫ ବର୍ଷୁଥିବା ପ୍ରାନ୍ତରର ହେ ନିଷ୍ଠୁର ମହାକାଳ ତମକୁ ସଲାମ ରକ୍ତର ନଦୀରେ ଟୋପାଏ ନିଆଁର ହେ ମହାଜୀବନ

"ଅରୁଣୋଦୟ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ତ୍ରୁଟି ରିପୋର୍ଟ କରନ୍ତୁ