କବିତାରେ ପ୍ରେମ ଏକ ଆଲୋକିତ ଅନୁଭବ: ମମତା ଦାଶ

ମମତା ଦାଶ, ଓଡ଼ିଆ କବିତାରେ ଏକ ଉଜ୍ଜଳ ସ୍ଵାକ୍ଷର । ଓଡ଼ିଆ କବିତାର ଦିଗନ୍ତବ୍ୟାପୀ ବିସ୍ତୃତିରେ ନିଜର ଗଭୀର ଏବଂ ଗମ୍ଭୀର ଉପସ୍ଥିତି ଜାହିର କରିଥିବା ମମତା ଦାଶଙ୍କ ସହିତ ଏକ ଅନ୍ତରଙ୍ଗ ଆଳାପ ।


ଫଟୋ - ମମତା ଦାଶ
**ମମତା ଦାଶଙ୍କ କବିତା ନିରୋଳାରେ ବାଜୁଥିବା ଗୋଟେ ଅସ୍ଥିର ଭାଓଲିନ । କବିତା ସବୁ "ମାୟାନ୍ଧକାର" ଯେମିତି । ତାଙ୍କ କବିତାର ସ୍ଵର ପ୍ରଶାନ୍ତ ଓ ଲଳିତ । ଉଗ୍ର ଭାବରେ ପ୍ରତିବାଦ କରିବା ଅପେକ୍ଷା ନୀରବରେ ନିଜକୁ ବ୍ୟକ୍ତ କରିବାର କବିକର୍ମକୁ ସେ ଆପଣାର କରିଛନ୍ତି । କବିତା, ଗଳ୍ପ, ଆଲୋଚନା ଏବଂ ସମ୍ପାଦନା କ୍ଷେତ୍ରରେ ପ୍ରତିଷ୍ଠିତ ମମତା ଦାଶଙ୍କ ସହିତ କେଦାର ମିଶ୍ରଙ୍କର ଅନ୍ତରଙ୍ଗ କଥାବାର୍ତ୍ତା ।**

"କବିତାରେ ପ୍ରେମ ଏକ ଆଲୋକିତ ଅନୁଭବ: ମମତା ଦାଶ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ