ସୃଜନ, ସାମ୍ବାଦିକତା ଓ ସାମାଜିକ ସଂଘର୍ଷର ସମନ୍ୱୟ: ପ୍ରଶାନ୍ତ ପଟ୍ଟନାୟକଙ୍କ ସହ ଏକ ଅନ୍ତରଙ୍ଗ ଆଳାପ

ଓଡିଆ ସାମ୍ବାଦିକତା ଓ ସାହିତ୍ୟର ସ୍ଵର୍ଣ୍ଣିମ ସେତୁ ପ୍ରଶାନ୍ତ ପଟ୍ଟନାୟକ । ଗତ ଷାଠିଏ ବର୍ଷ ଧରି ଓଡିଶାର ସାମାଜିକ, ଓ ସାଂସ୍କୃତିକ ଇତିହାସର ସେ ସାକ୍ଷୀ । ସେ ସାମ୍ବାଦିକ ଭାବେ ସମୟକୁ ଦେଖିଛନ୍ତି ଓ ସାହିତ୍ୟିକ ଭାବରେ ସମାଜର ଛବି ଗଢିଛନ୍ତି । ତାଙ୍କ ସହ ଏକ ଅନ୍ତରଙ୍ଗ କଥାବାର୍ତ୍ତା ।


ଚିତ୍ର - କମଳାକାନ୍ତ ରଥ, ସୌଜନ୍ୟ - ପ୍ରଶାନ୍ତ ପଟ୍ଟନାୟକ
ଷାଠିଏ ବର୍ଷ ଧରି ଓଡ଼ିଶାର ସାମାଜିକ ଜୀବନରେ ତାଙ୍କର ସଂଘର୍ଷ ଓ ସମ୍ପୃକ୍ତିର ସ୍ୱାକ୍ଷର ରହିଛି । ଜଣେ ଫଟୋଗ୍ରାଫର୍ ଭାବେ ବହୁ ଘଟଣା ଓ ଦୁର୍ଘଟଣା, ବିନ୍ୟାସ ଓ ବିପର୍ଯ୍ୟୟ, ଜୀବନ ଓ ମୃତ୍ୟୁର ଫଟୋଗ୍ରାଫ୍ ସେ ଉତ୍ତୋଳନ କରିଛନ୍ତି । ଜଣେ ବ୍ୟଙ୍ଗଶିଳ୍ପୀ ଭାବରେ ସମାଜ ବ୍ୟବସ୍ଥା ଓ କ୍ଷମତାଧାରୀଙ୍କୁ ବିଦ୍ରୂପ କରିଛନ୍ତି । ଜଣେ ବିଦ୍ରୋହୀ ଭାବରେ ସତ୍ୟର ସାମ୍‌ନା

"ସୃଜନ, ସାମ୍ବାଦିକତା ଓ ସାମାଜିକ ସଂଘର୍ଷର ସମନ୍ୱୟ: ପ୍ରଶାନ୍ତ ପଟ୍ଟନାୟକଙ୍କ ସହ ଏକ ଅନ୍ତରଙ୍ଗ ଆଳାପ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ