ମୋ ଚରିତ୍ରମାନେ ପ୍ରେମରୁ ଆରମ୍ଭ ହୋଇ ପ୍ରେମରେ ସରିଯାଆନ୍ତି: ଅଧ୍ୟାପକ ବିଶ୍ଵରଞ୍ଜନ

ଓଡିଆ କଥା ସାହିତ୍ୟ ଓ ସ୍ତମ୍ଭ ରଚନାର ସେ ଏକ ଜ୍ୟୋତିଷ୍ମାନ ନକ୍ଷତ୍ର । ଓଡିଆ ପ୍ରେମଗପର ସେ ଚିରସ୍ଥାୟୀ ଠିକଣା । ପ୍ରଖ୍ୟାତ କଥାଶିଳ୍ପୀ, ସ୍ତମ୍ଭକାର, କବି, ସମ୍ପାଦକ ଓ ଆଲୋଚକ ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ସହିତ କେଦାର ମିଶ୍ରଙ୍କ କଥାବାର୍ତ୍ତା ।


ଫଟୋ - ଅଧ୍ୟାପକ ବିଶ୍ଵରଞ୍ଜନଙ୍କ ଫେସବୁକ କାନ୍ଥ
**ଭଲପାଇବା ହିଁ ତାଙ୍କର ଠିକଣା । ସେ ସ୍ଵପ୍ନ ଓ ପ୍ରେମରେ ଚିରହରିତ ତାରୁଣ୍ୟର କଥାଶିଳ୍ପୀ । ଗପ, ଉପନ୍ୟାସ ଓ କବିତାର ସୃଜନଶୀଳତାରେ ସେ ଯେତିକି ନିମଗ୍ନ, ସ୍ତମ୍ଭ ରଚନାରେ ସେ ସେତିକି ସତର୍କ ଓ ଯୁକ୍ତିନିଷ୍ଠ । ନିରବଛିନ୍ନ ଭାବରେ ସାହିତ୍ୟ ଓ ସାମ୍ବାଦିକତାର ସେତୁ ଭାବେ କାମ କରିଥିବା ଅଧ୍ୟାପକ ବିଶ୍ଵରଞ୍ଜନ ଆମ ସମୟର ଅନ୍ୟତମ ବିବେକରକ୍ଷକ । ତାରୁଣ୍ୟର ଚିରହରିତ ଉପତ୍ୟକାରେ ନିରନ୍ତର ପ୍ରେମର

"ମୋ ଚରିତ୍ରମାନେ ପ୍ରେମରୁ ଆରମ୍ଭ ହୋଇ ପ୍ରେମରେ ସରିଯାଆନ୍ତି: ଅଧ୍ୟାପକ ବିଶ୍ଵରଞ୍ଜନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ