ଲିଙ୍ଗ ଆଧାରିତ ବୈଷମ୍ୟକୁ ମୁଁ ସଚେତନ ଭାବରେ ମୋ ଗପରେ ରୂପାୟିତ କରିଛି: ପାରମିତା ଶତପଥି

ଓଡିଆ କଥାସାହିତ୍ୟରେ ସେ ଏକ ବିକଳ୍ପ ସ୍ଵର । ସବୁ ସୀମା ଓ ସଙ୍କୋଚ ଭାଙ୍ଗି ନାରୀତ୍ଵର ନୂଆ ଅଭିବ୍ୟକ୍ତି ସେ ଦେଇଛନ୍ତି ତାଙ୍କ ରଚନାରେ । ଓଡିଆ କଥାସାହିତ୍ୟର ଅନ୍ୟତମ ଶକ୍ତିଶାଳୀ ସ୍ଵର ପାରମିତା ଶତପଥିଙ୍କ ସହିତ କେଦାର ମିଶ୍ରଙ୍କ କଥାବାର୍ତ୍ତା ।


ଫଟୋ - ପାରମିତା ଶତପଥି
** ପାରମିତା ଶତପଥିଙ୍କୁ ଏ ପ୍ରଶ୍ନସବୁ ମୁଁ ସେତେବେଳେ ପଚାରିଥିଲି ଯେତେବେଳେ ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ବା ସାରଳା ପୁରସ୍କାର ପାଇନଥିଲେ । ତେଣୁ ଏ କଥାବାର୍ତ୍ତା ଅନେକ ପୁରୁଣା । ହେଲେ ପୁରସ୍କାର ତାଲିକା ସହିତ ପାରମିତାଙ୍କ ଗପ ଓ ଉପନ୍ୟାସର ଆଧାର କିନ୍ତୁ ନିତ୍ୟ ନୂତନ। ମୁଁ ପଚାରିଥିବା ପ୍ରଶ୍ନ ଓ ସେ ଦେଇଥିବା ଉତ୍ତର ଆଜି ବି ବେଶ ପ୍ରାସଙ୍ଗିକ ଲାଗୁଛି। ମୋଟାମୋଟି ଆଜି

"ଲିଙ୍ଗ ଆଧାରିତ ବୈଷମ୍ୟକୁ ମୁଁ ସଚେତନ ଭାବରେ ମୋ ଗପରେ ରୂପାୟିତ କରିଛି: ପାରମିତା ଶତପଥି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ