ଲୋକସଙ୍ଗୀତ ହେଉଛି ଆମର ଅସଲ ସଙ୍ଗୀତ: ପଣ୍ଡିତ୍ ହରିପ୍ରସାଦ ଚୌରାସିଆ

ପଣ୍ଡିତ ହରିପ୍ରସାଦ ଚୌରାସିଆ ଓ ବଂଶୀ - ଏମାନେ ଏକ ଓ ଅଭିନ୍ନ । ବଂଶୀର କୁହୁକ ପୁରୁଷ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହିତ କେଦାର ମିଶ୍ରଙ୍କ ଅନ୍ତରଙ୍ଗ ଆଳାପ ।


ଫଟୋ - ରାଜାରାଣୀ ସଙ୍ଗୀତ ଉତ୍ସବ, ଓଡିଶା ପର୍ୟଟନ
**ଏ ସାକ୍ଷାତକାର ପ୍ରାୟ ଛଅ ବର୍ଷ ତଳର । ତେବେ ଏଥିରେ ରହିଥିବା କଥା ଓ ପ୍ରସଙ୍ଗ, ଆଜିର, ସବୁ ସମୟର । ଭାରତୀୟ ବଂଶୀବାଦନ ପରମ୍ପରାର ମହାନାୟକ ପଣ୍ଡିତ ହରିପ୍ରସାଦ ଚୌରାସିଆଙ୍କ ସହିତ ଏହି କଥାବାର୍ତ୍ତାର କାଳଜୟୀ ମୂଲ୍ୟ ରହିଛି ।** ସେଦିନ ଅନ୍ଧାର ଭିତରେ କେଉଁଠି ନିଖୋଜ “ବୃନ୍ଦାବନ”ର ଠିକଣା । “ବୃନ୍ଦାବନ” ଯେଉଁଠି ଅହରହ ବାଜୁଥାଏ ବଂଶୀ । ଯେଉଁଠି ଆତ୍ମା ନାଚୁଥାଏ ଉନ୍ମାଦିନୀ

"ଲୋକସଙ୍ଗୀତ ହେଉଛି ଆମର ଅସଲ ସଙ୍ଗୀତ: ପଣ୍ଡିତ୍ ହରିପ୍ରସାଦ ଚୌରାସିଆ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ