କବିତା ପାଇଁ ପୀଡ଼ା ଇ ସର୍ବୋତ୍ତମ ଉପାଦାନ: ଅପର୍ଣ୍ଣା ମହାନ୍ତି

କବି ଅପର୍ଣ୍ଣା ମହାନ୍ତିଙ୍କୁ ଭଲପାଆନ୍ତୁ କି ନ ପାଆନ୍ତୁ, ତାଙ୍କୁ କିନ୍ତୁ ଅସ୍ଵୀକାର କାରିପାରିବେ ନାଇଁ । ସେ ଆମ ସମୟର କବିତାରେ ଏକ ଆଗ୍ନେୟଧାରା । କବି ଅପର୍ଣ୍ଣା ମହାନ୍ତିଙ୍କ ସହିତ କେଦାର ମିଶ୍ରଙ୍କ ଅନ୍ତରଙ୍ଗ ଆଳାପ ।


ଫଟୋ: ଅପର୍ଣ୍ଣା ମହାନ୍ତି ଫେସବୁକ ପୃଷ୍ଠା
**ଅପର୍ଣ୍ଣା ମହାନ୍ତି, ଓଡିଆ କବିତାରେ ଗୋଟେ ଘୂର୍ଣ୍ଣିଝଡର ନାଁ । ସବୁ ପରମ୍ପରା, ପ୍ରଚଳିତ ଶୈଳୀ ଓ ଛନ୍ଦ, ସବୁ କହିବାର ବାଗକୁ ଛିନଛତର କରିଦେଇଥିବା ଏ କବି ଆମ ସମୟରେ "ନଷ୍ଟନାରୀ"ର ଗାୟିକା । ନଷ୍ଟ ହେବା ଏକ ପ୍ରତିବାଦ । ଏକ ଉଜ୍ଜ୍ୱଳ - ଆଧ୍ୟାତ୍ମିକ ପ୍ରତିବାଦ । ସମୟ ଆଗରେ ନାରୀତ୍ଵର ଶକ୍ତିକୁ ନିଆଁହ୍ନୁଳା କରି ଠିଆ କରାଇବାରେ ତାଙ୍କର ଏକ ଐତିହାସିକ ଭୂମିକା ରହିଛି

"କବିତା ପାଇଁ ପୀଡ଼ା ଇ ସର୍ବୋତ୍ତମ ଉପାଦାନ: ଅପର୍ଣ୍ଣା ମହାନ୍ତି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ