ପଣ୍ଡିତ ବିରଜୁ ମହାରାଜ: କବିତାର ନୃତ୍ୟକାରୀ ବେଶ

ବିରଜୁ ମହାରାଜ ନାଚନ୍ତି ନାଇଁ, ସେ ନଈ ପରି ବୋହିଯା’ନ୍ତି । ତାଙ୍କୁ କୁହାଯାଏ, ଉତ୍ତର ଭାରତୀୟ ଗଙ୍ଗା - ଯମୁନାର ମହାସଙ୍ଗମ । ଭାରତୀୟ ସଂସ୍କୃତିର ବହୁ ଧାରା ଓ ବହୁ ଭାବର ସମାଗମ ଥିଲା ତାଙ୍କର ନୃତ୍ୟ ।


ଫଟୋ - ଅବିନାଶ ପଶରିଚା
କବିତାର ଯଦି ମଣିଷ ଶରୀର ଥା’ନ୍ତା, ତା ହେଲେ ସେ ଅବିକଳ ଦେଖିବାକୁ ବିରଜୁ ମହାରାଜଙ୍କ ପରି ହୋଇଥାନ୍ତା । କବିତାର ସବୁ ରସ, ସବୁ ଭାବ ଓ ସବୁ ଛନ୍ଦର ସମନ୍ଵୟ ଯେ ଗୋଟେ ଅଙ୍ଗରେ ଘଟିପାରେ ତାହା ବିରଜୁ ମହାରାଜଙ୍କୁ ଦେଖିନଥିବା ଲୋକ ବୁଝିପାରିବ ନାହିଁ । ଆମେ ସବୁବେଳେ କବିତା ଓ ବନିତାକୁ ଏକା ସାଙ୍ଗେ ଦେଖିଆସିଛୁ । ଅର୍ଥାତ କବିତା ନାରୀ ପରି ।

"ପଣ୍ଡିତ ବିରଜୁ ମହାରାଜ: କବିତାର ନୃତ୍ୟକାରୀ ବେଶ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ