
ଓଡ଼ିଆ ସମାଲୋଚନା ସାହିତ୍ୟର ଆଉ ଏକ ଶକ୍ତିସ୍ତମ୍ଭ ଟଳି ପଡିଲେ । ଦେବେନ୍ଦ୍ର କୁମାର ଦାଶ ଓ ଗଗନେନ୍ଦ୍ର ନାଥ ଦାଶଙ୍କ ପରେ ଗତକାଲି ରାତିରେ ପ୍ରଖ୍ୟାତ ସମାଲୋଚକ, ଓଡ଼ିଆ ଏବଂ ସଂସ୍କୃତ ସାହିତ୍ୟର ଅସାଧାରଣ ବିଦ୍ୱାନ, ସମ୍ପାଦକ, ଅନୁବାଦକ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସର୍ବୋଚ୍ଚ ପୁରସ୍କାର ଅତିବଡୀ ସମ୍ମାନର ପ୍ରାପକ ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟଙ୍କ ପରଲୋକ ଘଟିଛି । ଓଡ଼ିଆ ପ୍ରାଚୀନ ସାହିତ୍ୟ ଓ ଆଧୁନିକ ସମୟର
"ସୁଦର୍ଶନ ଆଚାର୍ଯ୍ୟ: ଓଡିଆ ସମାଲୋଚନାର ଅନନ୍ୟ ଦିଗପାଳଙ୍କ ବିୟୋଗ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |