ଜାଁ ଲ୍ୟୁକ ଗୋଦାର୍ଦ: ସମୟ, ସମାଜ ଓ ରାଜନୀତିର ନିଷ୍ଠୁରତମ କଥକ

ଗୋଦାର୍ଦଙ୍କ ସିନେମାରେ ପପକର୍ଣ୍ଣ ଖାଇ ଚିତ୍ତ ଉତ୍ତେଜକ ଚିଜ ଖୋଜିଲେ ହତାଶ ହେବେ । ସେ ଆପଣଙ୍କ ମୁଣ୍ଡକୁ ଅଧିକ ଭାରାକ୍ରାନ୍ତ କରିବେ ଓ ଆପଣଙ୍କ ଭିତରର ବିଦ୍ରୋହୀକୁ ଚିଆଁ ଲଗେଇ ଦେବେ । ତାଙ୍କ ଚରିତ୍ର ଆପଣଙ୍କୁ ବାରମ୍ବାର କହି ଚାଲିଥିବ ଯେ ତମେ ହେଉଛ, ସାରା ପୃଥିବୀର କେନ୍ଦ୍ରଭୂମି ।


ଫଟାେ - ୱିକିପିଡିଆ
ସିନେମାର ମୁଖ୍ୟ ଚରିତ୍ରମାନେ କଣ କହୁଛନ୍ତି, ସେଇଟା ବଡକଥା ନୁହେଁ, ବଡକଥା ହେଉଛି ସେମାନଙ୍କ ଚାରିପାଖରେ ଘଟୁଥିବା ଘଟଣା, ସେମାନଙ୍କ ଆଖପାଖରେ ଶୁଭୁଥିବା ସ୍ଵର, ଧ୍ୱନି ଓ ଆଳାପ ଏବଂ ସେମାନେ ବଞ୍ଚୁଥିବା ସମୟ । ସିନେମା ଦେଖିଲାବେଳେ ଆପଣ କେବଳ ଗୋଟେ କାହାଣୀର ଚିତ୍ରରୂପ ଦେଖୁନାହାନ୍ତି, ବରଂ ଗୋଟେ ସମୟର ଇତିହାସକୁ ପଢୁଛନ୍ତି - ଏ କଥା ଆମକୁ ଯିଏ ସିନେମା ମାଧ୍ୟମରେ ଦେଖେଇଥିଲେ ତାଙ୍କ ନାଁ ଜାଁ

"ଜାଁ ଲ୍ୟୁକ ଗୋଦାର୍ଦ: ସମୟ, ସମାଜ ଓ ରାଜନୀତିର ନିଷ୍ଠୁରତମ କଥକ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ