ନିଜିଂସ୍କି ଡାଏରୀ, ଜୀବନ କେବଳ ଏକ ବାୟାଗୀତ

ଏପ୍ରିଲ ୨୯, ବିଶ୍ଵ ନୃତ୍ୟ ଦିବସ । ପୃଥିବୀର ନୃତ୍ୟ ଇତିହାସରେ ସବୁଠୁ ପ୍ରଭାବଶାଳୀ ଏବଂ ଚର୍ଚ୍ଚିତ ନର୍ତ୍ତକ ଭାସ୍ଲାଭ ନିଜିଂସ୍କିଙ୍କ ଡାଏରୀକୁ ନେଇ ଏକ ଆଲେଖ୍ୟ ।


ଶହେ ଦୁଇ ବର୍ଷ ତଳର ଏ ଡାଏରୀ । ୧୯୧୯ ମସିହାରେ ଋଷିଆର ପ୍ରସିଦ୍ଧ ବାଲେ ନୃତ୍ୟଶିଳ୍ପୀ ଭାସ୍ଲାଭ ନିଜିଂସ୍କି (ମାର୍ଚ୍ଚ ୧୨, ୧୮୮୯ - ଏପ୍ରିଲ ୮, ୧୯୫୦) ଙ୍କ ଡାଏରୀର ଗୋଟେ ପୃଷ୍ଠା । ନିଜିଂସ୍କିଙ୍କୁ କୁହାଯାଏ ଆଧୁନିକ ବାଲେ ନୃତ୍ୟର ମହାଦେବତା । ଗୋଟେ ସଙ୍ଘର୍ଷମୟ କିନ୍ତୁ ସଫଳ ନୃତ୍ୟଶିଳ୍ପୀର ଜୀବନ ବଞ୍ଚୁଥିବା ନିଜିଂସ୍କିଙ୍କ ଭିତରେ ଶିଳ୍ପୀର ଅସ୍ଥିରତା ଓ ଏକାକୀତ୍ଵ ଗୋଟେ ବିଚିତ୍ର ମାନସିକ

"ନିଜିଂସ୍କି ଡାଏରୀ, ଜୀବନ କେବଳ ଏକ ବାୟାଗୀତ " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ