ରେବା ରାୟ ଓ ଓଡିଶାର ପ୍ରଥମ ଆଦର୍ଶ ବାଳିକା ବିଦ୍ୟାଳୟ

୧୯୦୨ ବେଳକୁ ରେବା ସାହିତ୍ୟ ଜଗତରେ ବେଶ୍‍ ପରିଚିତ ଥିଲେ । ସେହି ସମୟକୁ ସେ ନାରୀ ଶିକ୍ଷା ପ୍ରତି ଦୃଷ୍ଟି ଦେଇଥିଲେ । କଟକରେ କମିସନର୍‍ କେ.ଜି.ଗୁପ୍ତଙ୍କ ପତ୍ନୀ ପ୍ରସନ୍ନତାରାଙ୍କ ନେତୃତ୍ୱରେ ପରିଚାଳିତ ମହିଳା ସମିତିରେ ଯୋଗ ଦେଇ ସେ ଏହାର ସଂପାଦିକା କାର୍ଯ୍ୟ କରିଥିଲେ । ସେହି ସମୟରେ ସେ କେ.ଜି.ଗୁପ୍ତଙ୍କୁ ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟ ସ୍ଥାପନ ପାଇଁ ନିବେଦନ କରିଥିଲେ ।


ଅବିସ୍ମରଣୀୟ ଲେଖିକା, ଓଡିଶାର ପ୍ରଥମ ମାସିକ ମହିଳା ପତ୍ରିକା  'ଆଶା' ର ସୁଯୋଗ୍ୟା ସଂପାଦିକା ରେବା ରାୟଙ୍କୁ ଆଜିର ବିଶ୍ୱ ମହିଳା ଦିବସରେ ସ୍ମରଣ କରିବାର ଆବଶ୍ୟକତା ରହିଛି । ତାଙ୍କର ଲେଖା ଉତ୍କଳ ସାହିତ୍ୟ ତଥା ସମ୍ବଲପୁର ହିତୈଷିଣୀରେ ପ୍ରକାଶ ପାଇ ଆଧୁନିକ ଓଡ଼ିଆ ମାନସକୁ ଶକ୍ତିଶାଳୀ କରିଥିଲା । ତାଙ୍କର ଏକ ବଳିଷ୍ଠ କାର୍ଯ୍ୟ ଥିଲା ନାରୀ ଜାଗରଣ ତଥା ନାରୀଶିକ୍ଷା । ସେହି କାର୍ଯ୍ୟ କିନ୍ତୁ

"ରେବା ରାୟ ଓ ଓଡିଶାର ପ୍ରଥମ ଆଦର୍ଶ ବାଳିକା ବିଦ୍ୟାଳୟ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ