ଓଡିଶାର ପ୍ରଥମ ଶ୍ରମଭିତ୍ତିକ ସମ୍ବାଦପତ୍ର ‘ଶ୍ରମିକ’- ଏକ ଐତିହାସିକ ଆଲୋଚନା

ସାମ୍ୟବାଦୀ ରାମକୃଷ୍ଣ ପତି ୧୯୪୨ ବେଳକୁ କୃଷକସଭା ପରି ଅନୁଷ୍ଠାନ ସହିତ ନିଜକୁ ଜଡ଼ିତ କରାଇ କମ୍ୟୁନିଷ୍ଟତତ୍ତ୍ୱର ସମ୍ପ୍ରସାରଣ କରାଇଥିଲେ। ସେହି ଚିନ୍ତାଧାରାର ପରିପ୍ରକାଶ ପାଇଁ ୧୯୪୨ ମାର୍ଚ୍ଚ ୬ ତାରିଖରେ ତାଙ୍କ ସମ୍ପାଦନାରେ ଶ୍ରମିକ ସାପ୍ତାହିକ ପ୍ରଥମେ ପ୍ରକାଶ ପାଇଥିଲା ।


ବିଂଶ ଶତକର ଚତୁର୍ଥ ଓ ପଞ୍ଚମ ଦଶକରେ ଓଡିଶାରେ ପ୍ରଗତିଶୀଳ ତଥା ବାମପନ୍ଥୀ ସାମ୍ୟବାଦୀ ତତ୍ତ୍ୱର ପ୍ରସାରରେ ନବୀନ, ସାରଥୀ, ଆଧୁନିକ ତଥା କୃଷକ ପତ୍ରିକାଗୁଡ଼ିକର ଭୂମିକା ଅବିସ୍ମରଣୀୟ । ସାରଥି ନବକୃଷ୍ଣ ଚୌଧୁରୀଙ୍କ ସମ୍ପାଦନାରେ ୧୯୩୪ ମସିହା ମାର୍ଚ୍ଚ ମାସରୁ କ୍ରମାଗତ କେତେକ ସପ୍ତାହ ମାର୍କସୀୟ ଚିନ୍ତାଧାରାର ପରିପ୍ରସାର କରିଥିଲେ ମଧ୍ୟ ନବୀନରେ ୧୯୩୩ ମସିହାରେ ସଚ୍ଚି ରାଉତରାୟ ମାର୍କସୀୟ ତତ୍ତ୍ୱ ବିଷୟରେ ଦୀର୍ଘ ଆଲୋଚନା ପ୍ରକାଶ କରିଥିଲେ

"ଓଡିଶାର ପ୍ରଥମ ଶ୍ରମଭିତ୍ତିକ ସମ୍ବାଦପତ୍ର ‘ଶ୍ରମିକ’- ଏକ ଐତିହାସିକ ଆଲୋଚନା " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ