ଶତବର୍ଷରେ ଦଳିତ ନେତା ମୋହନ ନାୟକ - ଏକ ଶ୍ରାଦ୍ଧ ନିବେଦନ

ମୋହନ ନାୟକ, ଓଡିଶାରେ ମହାତ୍ମା ଗାନ୍ଧୀଙ୍କ ରଚନାତ୍ମକ ଆଂଦୋଳନର ଅନ୍ୟତମ ସାରଥି । ଓଡିଶାରେ ଦଳିତ ଆନ୍ଦୋଳନ ଓ ଜାଗରଣର ଅଗ୍ରଦୂତ । ସମାଜର ପଛୁଆବର୍ଗଙ୍କୁ ମୁଖ୍ୟଧାରାରେ ସାମିଲ କରାଇବା ପାଇଁ ତାଙ୍କର ରାଜନୈତିକ ଓ ସାମାଜିକ ଭୂମିକାର ଏକ ଆକଳନ ।


ଫଟୋ ସୌଜନ୍ୟ: ଡ. କୈଳାସ ଚନ୍ଦ୍ର ଦାଶ
ମୋହନ ନାୟକ ସମସ୍ତ ମାନବଧର୍ମରେ ପୂର୍ଣ ଜଣେ ସରଳ ନିରାଡମ୍ବର ମାନବସେବୀ । ଦରିଦ୍ର, ଅବହେଳିତ, ଅନୁନ୍ନତଙ୍କ ସେବା ନିମନ୍ତେ ସେ ଯାହା କରିଛନ୍ତି ତାହା ଅବିସ୍ମରଣୀୟ-ପ୍ରଜାତନ୍ତ୍ର ଅକ୍ଟୋବର ୮, ୧୯୮୩ ମସିହାର ଏହି ମୂଲ୍ୟାୟନ ୟଥାର୍ଥ ମନେହୁଏ । ୧୯୩୭ରୁ ୧୯୮୩ ମସିହା ପର୍ଯ୍ୟନ୍ତ ଦୀ଼ର୍ଘ ଚାରି ଦଶନ୍ଧୀରୁ ଉର୍ଦ୍ଧ୍ୱ କାଳ ସେ ଉଚ୍ଚମହଲ ନିକଟରେ ଦଳିତ ଅବହେଳିତ ଜାତିର ଅଧିକାର ଓ ଉପଯୁକ଼୍ତ ଦାବି ଉପସ୍ଥାପନ କରି

"ଶତବର୍ଷରେ ଦଳିତ ନେତା ମୋହନ ନାୟକ - ଏକ ଶ୍ରାଦ୍ଧ ନିବେଦନ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ