ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଗସ୍ତ, ଏକ ଐତିହାସିକ ବିବରଣୀ

ଆଜିକୁ ଠିକ୍ ଶହେ ବର୍ଷ ତଳେ, ଆଜିର ଦିନ ଅର୍ଥାତ ୨୩, ମାର୍ଚ୍ଚ, ୧୯୨୧ ରେ ମହାତ୍ମା ଗାନ୍ଧୀ ପ୍ରଥମେ ଓଡ଼ିଶାକୁ ଆସିଥିଲେ । ବାପୁଙ୍କ ପ୍ରଥମ ଗସ୍ତର ସବିଶେଷ ବିବରଣୀ ସେତେବେଳର ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶ ପାଇଥିଲା । ସେହି ସବୁ ସମ୍ବାଦ ଆଧାରରେ ବାପୁଙ୍କ ଗସ୍ତକୁ ନେଇ ଏକ ଐତିହାସିକ ବିବରଣୀ ପ୍ରସ୍ତୁତ କରିଛନ୍ତି ଖ୍ୟାତନାମା ଗବେଷକ ଡ଼. କୈଳାସ ଚନ୍ଦ୍ର ଦାଶ ।


ମାର୍ଚ୍ଚ ୨୩, ୧୯୨୧, କଟକ କାଠଯୋଡ଼ି ନଈବାଲିରେ ଅନୁଷ୍ଠିତ ସଭାରେ ମହାତ୍ମା ଗାନ୍ଧୀ ଓ କସ୍ତୁରବା

ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡ଼ିଶା ଗସ୍ତ ଓଡିଶାର ସାମାଜିକ-ରାଜନୈତିକ ଇତିହାସର ଏକ ଅବିସ୍ମରଣୀୟ ଘଟଣା । “ସାପ୍ତାହିକ ଆଶା”ର ୧୯୨୧ ଏପ୍ରିଲ ୪ ସଂଖ୍ୟାରେ ସମ୍ପାଦକୀୟ ମତରେ ତାଙ୍କର ଓଡ଼ିଶା ଆଗମନ ଓଡ଼ିଶା ଓ ଓଡ଼ିଆଙ୍କ ପକ୍ଷେ ଏକ ପ୍ରଧାନ ସୌଭାଗ୍ୟର ବିଷୟ ବୋଲି ସୂଚିତ । ଅସହଯୋଗ ଆନ୍ଦୋଳନର ପ୍ରସାର ହେଉ ବା ନହେଉ, ଓଡ଼ିଶା ଓ ଓଡ଼ିଆଙ୍କ ପ୍ରତି ମହାତ୍ମାଙ୍କ ପରି ଜଣେ ପ୍ରତିଭାସମ୍ପନ୍ନ ଓ ପ୍ରଭାବଶାଳୀ

"ମହାତ୍ମା ଗାନ୍ଧୀଙ୍କ ପ୍ରଥମ ଓଡିଶା ଗସ୍ତ, ଏକ ଐତିହାସିକ ବିବରଣୀ " ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ