ପ୍ରସଙ୍ଗ ଗୁଚ୍ଛ

‘କାଦମ୍ବିନୀ’ରେ ପ୍ରକାଶିତ ବିଭିନ୍ନ ପ୍ରସଙ୍ଗକୁ ନେଇ ପ୍ରସ୍ତୁତ ଏହି ପୁସ୍ତକ ।
Author: ଇତି ସାମନ୍ତ
Digital (PDF)
INR 250.00

ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ରେ ପ୍ରକାଶିତ ସାମ୍ପ୍ରତିକ, ସାମାଜିକ, ପାରିବାରିକ, ସାଂସ୍କୃତିକ, ସାହିତ୍ୟଭିତ୍ତିକ ତଥା ଚଳଚ୍ଚିତ୍ର, ସ୍ୱାସ୍ଥ୍ୟ, ରୋଷେଇଭିତ୍ତିକ ପ୍ରସଙ୍ଗକୁ ନେଇ ଲେଖିକାଙ୍କର ବୌଦ୍ଧିକ ଆଲୋଚନା ଏବଂ ସମାଜର ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷଙ୍କ ସହ ସାକ୍ଷାତ ଆଲୋଚନାର ସମାହାର ‘ପ୍ରସଙ୍ଗ ଗୁଚ୍ଛ’ । ପୁସ୍ତକଟି ବିପୁଳ ପାଠକୀୟ ଆଦୃତି ଲାଭ କରିଛି ।

Report an Error