ଅକ୍ଟୋବର ୨୦୨୩

‘କୁନିକଥା’ର ଅକ୍ଟୋବର ୨୦୨୩ ସଂଖ୍ୟାଟି ଅନେକ ଶିକ୍ଷଣୀୟ କଥାରେ ଭରପୂର ।
Digital (PDF)
INR 25.00

‘କୁନିକଥା’ର ଅକ୍ଟୋବର ୨୦୨୩ ସଂଖ୍ୟାରେ ରହିଛି ‘କୁନିକଥା’ ପରିକ୍ରମା, ଇତିଅପାଙ୍କ କଲମରୁ, ଓଡ଼ିଆ ଭାଗବତ କଥା-୪୭: ଗୋପଲୀଳା: ଅଘାସୁର ବଧ, ଗପ: ଢାଳି ଦେ’ କରୁଣା ତୋର, ବିଶ୍ୱାସର ଦୀପଶିଖା, ତ୍ୟାଗୀ ମହୁମାଛି, ମହାତ୍ମାଙ୍କ ମହାନତା, ମୋ ମା’ର ଗପ: ବ୍ରହ୍ମ ଦେବଙ୍କ ଅହଂକାର ଭଙ୍ଗ, କବିତା: ଖୁସି ଖୁସି ଲାଗେ ମନ, ମାଆ ଆସିଲେଣି ମରତଧାମେ, ମାଆ ସେ କରୁଣାମୟୀ, ଏଇନେ ତ ଋତୁ ଶରତ, କେତେ ମହାନ, ନଡ଼ିଆ ଗଛ, ବିଜ୍ଞାନ କଥା: କୃତ୍ରିମ ବୁଦ୍ଧିମତା କ’ଣ ଓ କାହିଁକି?, ସ୍ମରଣୀୟ କଳାକାର: ପ୍ରଶାନ୍ତ ନନ୍ଦ, ସ୍ମରଣୀୟ କ୍ରୀଡ଼ାବିତ୍‍: ୱିଲ୍‍ସନ୍‍ ଜୋନ୍‍ସ, କୁନିକୁନାଙ୍କ ପାକଶାଳା: ଭେଜିଟେବଲ ଇଡ଼ଲି । ଏସବୁ ବ୍ୟତୀତ ନିୟମିତ ବିଭାଗରେ ସ୍ଥାନିତ ହୋଇଛି: କେଦାର ପୃଷ୍ଟିଙ୍କ ପ୍ରସ୍ତୁତି ‘କୁନିକୁନାଙ୍କ ପାଠଶାଳା-୧୧୫’, ‘ତୁମ ପାଇଁ ଖବର’, ‘ଆସ ହସିବା’, ‘ବାଟ ବତାଅ’, ‘ଜାଣିଛ କି?’, ‘ଚିତ୍ରରେ ପାର୍ଥକ୍ୟ’, ‘ଶବ୍ଦ-ଧନ୍ଦା’, ‘ରଙ୍ଗଦିଅ’, ‘ତୁମ ତୂଳିରୁ’ ଇତ୍ୟାଦି ।

Report an Error