ନଭେମ୍ବର ୨୦୨୩
‘କୁନିକଥା’ର ନଭେମ୍ବର ୨୦୨୩ ସଂଖ୍ୟାରେ ରହିଛି ‘କୁନିକଥା’ ପରିକ୍ରମା, ଇତିଅପାଙ୍କ କଲମରୁ, ଓଡ଼ିଆ ଭାଗବତ କଥା-୫୦: ଗୋପଲୀଳା: ବ୍ରହ୍ମାଙ୍କ ଈର୍ଷାଭଙ୍ଗ, ଗପ: ଠେକୁଆ ରାଜା ହେଲା, ବୁଦ୍ଧିଆ ରାଜା ହେଲା, ଧାରେ ହସର ଲୁହ, ବିଜ୍ଞାନ ଗପ: ଲା ନିନା, ଏଲ୍ ନିନୋ, ବ୍ରହ୍ମଦେଶର ଲୋକକଥା: ଈର୍ଷାର ପରିଣତି, ମୋ ମା’ର ଗପ: ପ୍ରକୃତି ଯାହାର ଯେମିତି, ତୁମ ଲେଖନୀରୁ: ଗଛ ମୋ ଗୌରବ, କବିତା: ଲଢ଼ିବ ଯିଏ, ଜିତିବ ସିଏ, ଭଲଲାଗେ, ଗଧ ମାରିଲା ଛୁଉ, ଆସ ଗଛ ଲଗାଇବା, ବୋଉ ଶିଖେଇଛି, ଆସ ଜାଣିବା: ଟିଟିକାକାର ଭାସମାନ ଦ୍ୱୀପ, ବଡ଼ଲୋକଙ୍କ କଥା: ଈଶ୍ୱର ଚନ୍ଦ୍ର ବିଦ୍ୟାସାଗରଙ୍କ ମହାନତା, ସ୍ମରଣୀୟ କଳାକାର: କମଲ ହାସନ, ସ୍ମରଣୀୟ କ୍ରୀଡ଼ାବିତ୍: ମହାରାଜା ପ୍ରେମ ସିଂହ । ଏସବୁ ବ୍ୟତୀତ ନିୟମିତ ବିଭାଗରେ ସ୍ଥାନିତ ହୋଇଛି: କେଦାର ପୃଷ୍ଟିଙ୍କ ପ୍ରସ୍ତୁତି ‘କୁନିକୁନାଙ୍କ ପାଠଶାଳା-୧୧୬’, ‘ତୁମ ପାଇଁ ଖବର’, ‘ଆସ ହସିବା’, ‘ବାଟ ବତାଅ’, ‘ଜାଣିଛ କି?’, ‘ଚିତ୍ରରେ ପାର୍ଥକ୍ୟ’, ‘ଶବ୍ଦ-ଧନ୍ଦା’, ‘ରଙ୍ଗଦିଅ’, ‘ତୁମ ତୂଳିରୁ’ ଇତ୍ୟାଦି ।