ମଇ ୨୦୨୩
କୁନିକଥା’ର ମଇ ୨୦୨୩ ସଂଖ୍ୟାଟି ଅନେକ ଶିକ୍ଷଣୀୟ କଥାରେ ଭରପୂର ।
Publisher: Kadambini Media Pvt Ltd
Digital (PDF)
INR 25.00
‘କୁନିକଥା’ର ମଇ ୨୦୨୩ ସଂଖ୍ୟାରେ ରହିଛି ‘କୁନିକଥା’ ପରିକ୍ରମା, ଇତିଅପାଙ୍କ କଲମରୁ, ଓଡ଼ିଆ ଭାଗବତ କଥା-୪୩: ଗୋପଲୀଳା, ତୁମ ଲେଖନୀରୁ: ବିବେକର କଥା, ଗପ: ବୋଉ, ମାତୃସେବୀ ଶଙ୍କର, ଜାପାନର ଲୋକକଥା: ବୁଢ଼ୀ ମାଆ, ମୋ ମା’ର ଗପ: ମାତୃ ଅଭିଶାପ, ନାଟକ: ହରିହର ଭେଟ, କବିତା: ମାଆ ପରି କେହି ନାହିଁ, ଆସିଲା ଧାଇଁ ଖରା, ଆମେ କୁନି ପିଲା, ଆରବ୍ ପାଇଁ ନାନାବାୟା, ନିଜେ ବଦଳିଲେ ଦେଶ ବଦଳିବ, ବିଜ୍ଞାନ କଥା: ଉଦ୍ଭାବକ ଟମାସ୍ ଆଲ୍ଭା ଏଡ଼ିସନ୍, ସ୍ମରଣୀୟ କଳାକାର: ସତ୍ୟଜିତ ରାୟ, ସ୍ମରଣୀୟ କ୍ରୀଡ଼ାବିତ୍: ଓମ୍ ପ୍ରକାଶ ଭରଦ୍ୱାଜ । ଏସବୁ ବ୍ୟତୀତ ନିୟମିତ ବିଭାଗରେ ସ୍ଥାନିତ ହୋଇଛି: କେଦାର ପୃଷ୍ଟିଙ୍କ ପ୍ରସ୍ତୁତି ‘କୁନିକୁନାଙ୍କ ପାଠଶାଳା-୧୧୦’, ‘ତୁମ ପାଇଁ ଖବର’, ‘ଆସ ହସିବା’, ‘ବାଟ ବତାଅ’, ‘ଜାଣିଛ କି ?’, ‘ଚିତ୍ରରେ ପାର୍ଥକ୍ୟ’, ‘ଶବ୍ଦ-ଧନ୍ଦା’, ‘ରଙ୍ଗଦିଅ’, ‘ତୁମ ତୂଳିରୁ’ ଇତ୍ୟାଦି ।