ଡିସେମ୍ବର ୨୦୨୩

‘କୁନିକଥା’ର ଡିସେମ୍ବର ୨୦୨୩ ସଂଖ୍ୟାଟି ଅନେକ ଶିକ୍ଷଣୀୟ କଥାରେ ଭରପୂର ।
Digital (PDF)
INR 25.00

‘କାଦମ୍ବିନୀ’ର ଡିସେମ୍ବର ୨୦୨୩ ସଂଖ୍ୟାରେ ରହିଛି ‘କୁନିକଥା’ ପରିକ୍ରମା, ଇତିଅପାଙ୍କ କଲମରୁ, ଓଡ଼ିଆ ଭାଗବତ କଥା-୫୧: ଗୋପଲୀଳା: ବ୍ରହ୍ମାଙ୍କ ସ୍ତୁତିଗାନ, ଗପ: ମୋ ବାପା ସାଣ୍ଟା, ରୁଟି ଖଣ୍ଡକରୁ ବିଚାର ଜ୍ଞାନ, ଅବହେଳା କରିବା ନାହିଁ, ଅଳସୁଆମିର ଫଳ, କିଟୁ ଓଗାଳିଲା ସମ୍ପଦ, ଶିଶୁ ନାଟକ: ଅନ୍ଧକାରର ଛାଇ, ବିଜ୍ଞାନ କଥା: ଡି.ଏନ୍‍.ଏ; ଅନୁବାଦ କବିତା: ଜନ୍ମଦିନରେ, କବିତା: ଆସ ବୁଲିଯିବା ପତ୍ରିକା ହାଟ, ଥିରି ଥିରି ଆସେ ଶୀତ, କବିତା: ଝୁଲି ଝୁଲି ଯା’ ମୋ ହାତୀ ଅଜା, ଆ’କାର କା’, ମୁହଁ ପଡ଼ିଗଲା କଳା, ନନ୍ଦନକାନନ, କୁନିକୁନାଙ୍କ ପାକଶାଳା: ଆତ ରାବିଡ଼ି, ସ୍ମରଣୀୟ କଳାକାର: ନୀତୁ ସିଂହ, ସ୍ମରଣୀୟ କ୍ରୀଡ଼ାବିତ୍‍: ପ୍ରବୀଣ କୁମାର ସୋବ୍‍ତି । ଏସବୁ ବ୍ୟତୀତ ନିୟମିତ ବିଭାଗରେ ସ୍ଥାନିତ ହୋଇଛି: କେଦାର ପୃଷ୍ଟିଙ୍କ ପ୍ରସ୍ତୁତି ‘କୁନିକୁନାଙ୍କ ପାଠଶାଳା-୧୧୭’, ‘ତୁମ ପାଇଁ ଖବର’, ‘ଆସ ହସିବା’, ‘ବାଟ ବତାଅ’, ‘ଜାଣିଛ କି?’, ‘ଚିତ୍ରରେ ପାର୍ଥକ୍ୟ’, ‘ଶବ୍ଦ-ଧନ୍ଦା’, ‘ରଙ୍ଗଦିଅ’, ‘ତୁମ ତୂଳିରୁ’ ଇତ୍ୟାଦି ।

Report an Error