
ଅପ୍ରେଲ ୨୦୨୨
‘କୁନିକଥା’ର ଅପ୍ରେଲ ୨୦୨୨ ସଂଖ୍ୟାଟି ଅନେକ ଶିକ୍ଷଣୀୟ କଥାରେ ଭରପୂର ।
Publisher: Kadambini Media Pvt Ltd
Digital (PDF)
INR 25.00
କୁନିକଥା’ର ଅପ୍ରେଲ ୨୦୨୨ ସଂଖ୍ୟାରେ ରହିଛି ଇତିଅପାଙ୍କ କଲମରୁ: ଓଡ଼ିଆ ଭାଗବତ କଥା: ଉଦ୍ଧବଙ୍କ କୃଷ୍ଣ ଚର୍ଚ୍ଚା, ବିଜ୍ଞାନ କଥା: ଗୁଟେନ୍ବର୍ଗଙ୍କ ପ୍ରଥମ ଛାପାଖାନା, ସ୍ମରଣୀୟ କଳାକାର: ଆର୍ଦେଶିର୍ ଇରାନୀ, ଗପ: ଜେଜେ କହିଲେ ବିଷୁବ କାହାଣୀ, ଗପ: ମାନବିକତାର ପୁରସ୍କାର, ମହାଭାରତରୁ କଥାଟିଏ, ଦଇବ ଦଉଡ଼ି, ନୂଆ ଅତିଥି, ମନୁ ଓ ଚତ୍ମକାରୀ ମାଛ, ଗୋପାଳକୃଷ୍ଣ ଗୋଖଲେ, ହାଜତରେ ମିଳିଲା ସୁସ୍ୱାଦୁ ଭୋଜନ; କବିତା: ଭଲପିଲା ହୋଇବି, ଅକଲ ମକଲ ଟକଲ ଟିଆଁ, ବାଇଁରୁ ବାଙ୍ଗର ବାଇଁକି, ବସ୍ତାନି, ବଟ ବୃକ୍ଷ, ତୁମକୁ ମୋ ରାଣ ଦେଲି, ତା’ ସଙ୍ଗେ ବସିବା ମିତ, କୁନାକୁନି ପାଇଁ କୁନିକଥାଟି । ଏଥିସହ ନିୟମିତ ବିଭାଗ: କୁନିକଥା ପରିକ୍ରମା, ଆମ କ୍ରୀଡ଼ାବିତ୍: ରୋହିତ ଶର୍ମା, ତୁମ ପାଇଁ ଖବର, କେଦାର ପୃଷ୍ଟିଙ୍କ ପ୍ରସ୍ତୁତି ‘କୁନିକୁନାଙ୍କ ପାଠଶାଳା-୯୭’, ଆସ ହସିବା, ବାଟ ବତାଅ, ଜାଣିଛ କି?, ଚିତ୍ରରେ ପାର୍ଥକ୍ୟ, ଶବ୍ଦ-ଧନ୍ଦା, ତୁମ ତୂଳିରୁ ଓ ରଙ୍ଗଦିଅ ଇତ୍ୟାଦି ।