କୁନାକୁନିଙ୍କୁ ଚିଠି (ତୃତୀୟ ଭାଗ)

ଓଡ଼ିଶାର ସର୍ବପ୍ରଥମ ଶିଶୁ କିଶୋର ପତ୍ରିକା ‘କୁନିକଥା’ର ପ୍ରତ୍ୟେକଟି ସଂଖ୍ୟାରେ ପ୍ରକାଶ ପାଇଥିବା ଲୋକପ୍ରିୟ ସ୍ତମ୍ଭ ‘ଇତିଅପାଙ୍କ କଲମରୁ...’ରେ ପ୍ରକାଶିତ ଚିଠିଗୁଡ଼ିକର ସଂକଳନ ହେଉଛି ‘କୁନାକୁନିଙ୍କୁ ଚିଠି’ ପୁସ୍ତକ ।
Author: ଇତି ସାମନ୍ତ
Digital (PDF)
INR 110.00

ପ୍ରକାଶିତ ଏହି ପୁସ୍ତକ ଆମ କୁନାକୁନିଙ୍କ ଜ୍ଞାନ ବଢ଼ାଇବା ସହିତ, ଭଲ ମଣିଷ ହେବାର ପ୍ରେରଣା ଦେବା ନିମନ୍ତେ ଅତ୍ୟନ୍ତ ମୂଲ୍ୟବାନ ପାଠ୍ୟ-ସମ୍ପଦ । ଉପଦେଶ ଛଳରେ କହିଥିବା ପ୍ରତ୍ୟେକ ଚିଠିର ଶବ୍ଦ ସଂଯୋଜନା ବେଶ୍‍ ସରଳ, ସୁନ୍ଦର ଓ ପିଲାଙ୍କ ଉପଯୋଗୀ । ପ୍ରତ୍ୟେକଟି ଚିଠି କେବଳ କଥୋପକଥନ ଶୈଳୀରେ ଲେଖାଯାଇଛି । ଏହାକୁ ଛୋଟ ପିଲାମାନେ ପଢ଼ିଲେ ମନେ କରିବେ ସତେ ଯେମିତି ସେମାନେ ଇତିଅପାଙ୍କ ସହ ଏକାଠି ବସି ଗପ ଶୁଣୁଛନ୍ତି । କେଉଁ ଚିଠିରେ ପରୀକ୍ଷା କଥା କୁହାଯାଇଥିବା ବେଳେ ଆଉ କେଉଁ ଚିଠିରେ ବର୍ଷାପାଗର କଥା, ଗ୍ରୀଷ୍ମ ଶିବିର ଇତ୍ୟାଦି କଥା ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି ।

Report an Error