
କଥାସ୍ରୋତ (ପ୍ରଥମ ଭାଗ)
ବିବିଧ ବିଷୟଭିତ୍ତିକ ଲେଖାର ଏକତ୍ର ସୁନ୍ଦର ସମାହାର ‘କଥାସ୍ରୋତ’ |
Publisher: Kadambini Media Pvt Ltd
Author: ଇତି ସାମନ୍ତ
Digital (PDF)
INR 250.00
ବିଭିନ୍ନ ସମୟରେ ଲେଖିକା ନିଜ ଫେସ୍ବୁକ୍ ପେଜ୍: ItiraniSamantaOfficialରେ ଲେଖିଥିବା ବିବିଧ ବିଷୟଭିତ୍ତିକ ଲେଖାର ଏକତ୍ର ସୁନ୍ଦର ସମାହାର ‘କଥାସ୍ରୋତ’ (ପ୍ରଥମ ଭାଗ) । ୧୧୮ଟି ଭିନ୍ନ ଭିନ୍ନ ଉପାଦେୟ ପ୍ରସଙ୍ଗ ସମ୍ମିଳିତ ଏହି ପୁସ୍ତକଟି ନିଶ୍ଚିତ ଭାବରେ ସଂଗ୍ରହଣୀୟ ।