କଥାବାର୍ତ୍ତା

ଲୋକପ୍ରିୟ ବ୍ୟକ୍ତିବିଶେଷଙ୍କ ସହିତ ଲେଖିକାଙ୍କ ସାକ୍ଷାତକାରର ମନୋଜ୍ଞ ସଂକଳନ ହେଉଛି ‘କଥାବର୍ତ୍ତା’ ।
Author: ଇତି ସାମନ୍ତ
Digital (PDF)
INR 200.00

‘କାଦମ୍ବିନୀ’ର ପ୍ରଥମ ସଂଖ୍ୟା (ଜୁଲାଇ ୨୦୦୦)ରୁ ପ୍ରକାଶ ପାଇଆସୁଛି ଆମ ସମାଜର ଆଧ୍ୟାତ୍ମିକ ଚିନ୍ତନ ଓ ବିକାଶ, ସମାଜସେବା, ସାହିତ୍ୟ, ସାମ୍ବାଦିକତା, ନୃତ୍ୟ, ସଙ୍ଗୀତ, ଅଭିନୟ ଓ ଶିଳ୍ପ ପରିଚାଳନା ପରି ବିଭିନ୍ନ ବିଭାଗରେ ପ୍ରତିଷ୍ଠା ଓ ସୁନାମ ଅର୍ଜନ କରିଥିବା ବ୍ୟକ୍ତିବିଶେଷଙ୍କ ସହିତ ଲେଖିକାଙ୍କ ସାକ୍ଷାତକାର । ସେହିସବୁ ସାକ୍ଷାତକାରର ମନୋଜ୍ଞ ସଂକଳନ ହେଉଛି ‘କଥାବର୍ତ୍ତା’ ।

Report an Error