ଅକ୍ଟୋବର ୨୦୨୩
‘କାଦମ୍ବିନୀ’ର ଅକ୍ଟୋବର ୨୦୨୩ ସଂଖ୍ୟାରେ ରହିଛି ସ୍ୱତନ୍ତ୍ର ପ୍ରସଙ୍ଗ: ଶକ୍ତିମୟୀ ଶ୍ରୀବିମଳା, ପ୍ରଚ୍ଛଦ କଥା, ଦୁର୍ଭିକ୍ଷ ପ୍ରସଙ୍ଗ: ‘କାଦମ୍ବିନୀ ପୂଜା ସ୍ୱତନ୍ତ୍ର’ ସମ୍ପର୍କରେ, ଓଡ଼ିଶାରେ ଦୁର୍ଭିକ୍ଷ, ଓଡ଼ିଶା ଦୁର୍ଭିକ୍ଷ, ନ’ଅଙ୍କ ଦୁର୍ଭିକ୍ଷ, ଓଡ଼ିଶାରେ ଦୁର୍ଭିକ୍ଷ, ଓଡ଼ିଶାରେ ଦୁର୍ଭିକ୍ଷ: ଏକ ସଦ୍ୟ ପରିକ୍ରମା, ଦୁର୍ଭିକ୍ଷ ସମୟ ଓ ପରବର୍ତ୍ତୀ ସମାଜର ଚିତ୍ର, ନ’ଅଙ୍କ ଦୁର୍ଭିକ୍ଷର ପୃଷ୍ଠଭୂମି, ନ’ଅଙ୍କ ଦୁର୍ଭିକ୍ଷ ଓ ଇଂରେଜ, ଅଫିସରଙ୍କ ଭୂମିକା, ପୁରୀ ଓ ୧୮୬୬ ଦୁର୍ଭିକ୍ଷ, ଦୁର୍ଭିକ୍ଷ ଓ ଅନ୍ନଛତ୍ର, ବୁଭୂକ୍ଷିତମ୍ କିଂ ନ କରୋତି ପାପମ୍, ୧୮୬୬ ଦୁର୍ଭିକ୍ଷ କମିଶନ୍, ଦୁର୍ଭିକ୍ଷ ଓଡ଼ିଶୀ: ରାଜନୈତିକ ଭାବଚିତ୍ର, ନ’ଅଙ୍କ ଦୁର୍ଭିକ୍ଷ, ‘ଉତ୍କଳ ଦୀପିକା’ ଓ କର୍ମବୀର ଗୌରୀଶଙ୍କର, ଦୁର୍ଭିକ୍ଷ ଓ ଓଡ଼ିଆ ଉପନ୍ୟାସ । ସାକ୍ଷାତକାର: ଅନେକ ଜାଗରଣ ସୃଷ୍ଟି କରିଥିଲା ନ’ଅଙ୍କ ଦୁର୍ଭିକ୍ଷ: ପଞ୍ଚାନନ କାନୁନଗୋ । ଏଥିସହିତ ଦୁର୍ଭିକ୍ଷକୁ ନେଇ ୭ଟି ମନୋଜ୍ଞ ଗଳ୍ପ, ୪ଟି କମନୀୟ କବିତା, ୫ଟି ଉପନ୍ୟାସ ଓ ନାଟକ ଅଂଶ । ରହିଛି ବି ସମ୍ପାଦିକାଙ୍କ ସମ୍ପାଦକୀୟ ‘ବାତାୟନ’, ‘କାଦମ୍ବିନୀ ପରିକ୍ରମା’, ‘ଇତି ଆପଣଙ୍କର’, ‘ପୁସ୍ତକ ପରିଚୟ’, ‘କାଦମ୍ବିନୀ ଖବର’, ‘ଆମ ରୋଷେଇ’, ‘ଘରକରଣା’, ‘ରୂପଚର୍ଯ୍ୟା’, ‘ରାଶିଫଳ’, ‘ତିଥି-ବାର-ବେଳା’ ଇତ୍ୟାଦି ।