ଜୁନ୍ ୨୦୨୩
‘କାଦମ୍ବିନୀ’ର ଜୁନ୍ ୨୦୨୩ ସଂଖ୍ୟାଟି ଆମ ରୋଷେଇ ସ୍ୱତନ୍ତ୍ର ଭାବେ ପ୍ରକାଶିତ ।
Publisher: Kadambini Media Pvt Ltd
Digital (PDF)
INR 50.00
‘କାଦମ୍ବିନୀ’ର ଜୁନ୍ ୨୦୨୩ ସଂଖ୍ୟାରେ ରହିଛି ପ୍ରଚ୍ଛଦ କଥା: ଅଭିନୟ-ପ୍ରଯୋଜନାର ତ୍ରି-ଶାଖା, ଆମ ରୋଷେଇରେ ବହୁ ସୁନ୍ଦର ସୁନ୍ଦର ରୋଷେଇ ପ୍ରଣାଳୀ, ଆହାର ସଂସ୍କୃତିରେ ଫୁଲ, ଯେପରି ଆହାର ସେପରି ବିଚାର, ମୋ ପସନ୍ଦ: ଉଷସୀ ମିଶ୍ର, ସ୍ୱାସ୍ଥ୍ୟ ସୂଚନା: ଅଂଶୁଘାତ । ଏଥିସହିତ ୬ଟି ମନୋଜ୍ଞ ଗଳ୍ପ, ଗୋଟିଏ ଅନୁବାଦ ଗଳ୍ପ, ୫ଟି କମନୀୟ କବିତା । ରହିଛି ବି ସମ୍ପାଦିକାଙ୍କ ସମ୍ପାଦକୀୟ ‘ବାତାୟନ’, ‘କାଦମ୍ବିନୀ ପରିକ୍ରମା’, ‘ଇତି ଆପଣଙ୍କର’, ‘ପୁସ୍ତକ ପରିଚୟ’, ‘କାଦମ୍ବିନୀ ଖବର’, ‘ଘରକରଣା’, ‘ରୂପଚର୍ଯ୍ୟା’, ‘ରାଶିଫଳ’, ‘ତିଥି-ବାର-ବେଳା’ ଇତ୍ୟାଦି ।