ଜାନୁଆରୀ ୨୦୨୩

‘କାଦମ୍ବିନୀ’ର ଜାନୁଆରୀ ୨୦୨୩ ସଂଖ୍ୟାଟି ଅନୁବାଦ ବିଶେଷାଙ୍କ ଭାବେ ମରାଠୀ ସାହିତ୍ୟ ପ୍ରତି ସମର୍ପିତ ।
Digital (PDF)
INR 100.00

‘କାଦମ୍ବିନୀ’ର ଜାନୁଆରୀ ୨୦୨୩ ସଂଖ୍ୟାରେ ରହିଛି ମରାଠୀ ସାହିତ୍ୟର ବହୁ ପ୍ରସିଦ୍ଧ ରଚନାକାରଙ୍କ କୃତିର ଓଡ଼ିଆ ଅନୁବାଦ । ଏଥିସହିତ ମହାରାଷ୍ଟ୍ରର ଖାଦ୍ୟଠାରୁ ଆରମ୍ଭ କରି ପର୍ଯ୍ୟଟନ, ଚଳଚ୍ଚିତ୍ର ପର୍ଯ୍ୟନ୍ତ ଅନେକ କିଛି ଏହି ସଂଖ୍ୟାରୁ ଜାଣିବାକୁ ପାଇବେ । ଏହି ସଂଖ୍ୟାକୁ ସମୃଦ୍ଧ କରିଛି ପ୍ରସିଦ୍ଧ ମରାଠୀ ଲେଖକ ଡ. ଜ୍ଞାନେଶ୍ୱର ମୁଲେ ଏବଂ ପ୍ରସିଦ୍ଧ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସଚିନ୍‍ ଓ ସୁପ୍ରିୟା ପିଲ୍‍ଗାଓଁକର୍‍ଙ୍କ ସାକ୍ଷାତକାର । ରହିଛି ବି ସମ୍ପାଦିକାଙ୍କ ସମ୍ପାଦକୀୟ ‘ବାତାୟନ’, ‘କାଦମ୍ବିନୀ ପରିକ୍ରମା’, ‘ଇତି ଆପଣଙ୍କର’, ‘କାଦମ୍ବିନୀ ଖବର’, ‘ସ୍ୱାସ୍ଥ୍ୟ ସୂଚନା’, ‘ଘରକରଣା’, ‘ରୂପଚର୍ଯ୍ୟା’, ‘ରାଶିଫଳ’, ‘ତିଥି-ବାର-ବେଳା’ ଇତ୍ୟାଦି ।

Report an Error