କାଦମ୍ବିନୀ ଆମ ରୋଷେଇ (ତୃତୀୟ ଭାଗ)

ଓଡ଼ିଶାର ସର୍ବପ୍ରଥମ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପ୍ରତ୍ୟେକ ସଂଖ୍ୟାରେ ପ୍ରକାଶ ପାଉଥିବା ଲୋକପ୍ରିୟ ସ୍ତମ୍ଭ ‘ଆମ ରୋଷେଇ’ରୁ ନିର୍ବାଚିତ ବ୍ୟଞ୍ଜନର ସମ୍ପାଦିତ ସଂକଳନ ହେଉଛି ଏହି ପୁସ୍ତକ ।
Digital (PDF)
INR 50.00

‘କାଦମ୍ବିନୀ ଆମ ରୋଷେଇ’ର ତୃତୀୟ ଭାଗରେ ମୋଟ ୧୩୬ଟି ବିବିଧ ବ୍ୟଞ୍ଜନର ପ୍ରସ୍ତୁତି ପ୍ରଣାଳୀ ଏବଂ ସବୁ ବ୍ୟଞ୍ଜନର ରଙ୍ଗିନ ଫଟୋଚିତ୍ର ସହିତ ଉପାଦେୟ ଘରକରଣା କଥା ଓ ବ୍ୟଙ୍ଗଚିତ୍ର ରହିଛି ।

Report an Error