କାଦମ୍ବିନୀ ଆମ ରୋଷେଇ (ଦ୍ୱିତୀୟ ଭାଗ)

ଓଡ଼ିଶାର ସର୍ବପ୍ରଥମ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପ୍ରତ୍ୟେକ ସଂଖ୍ୟାରେ ପ୍ରକାଶ ପାଉଥିବା ଲୋକପ୍ରିୟ ସ୍ତମ୍ଭ ‘ଆମ ରୋଷେଇ’ରୁ ନିର୍ବାଚିତ ବ୍ୟଞ୍ଜନର ସମ୍ପାଦିତ ସଂକଳନ ହେଉଛି ଏହି ପୁସ୍ତକ।
Digital (PDF)
INR 50.00

‘କାଦମ୍ବିନୀ ଆମ ରୋଷେଇ’ର ଦ୍ୱିତୀୟ ଭାଗରେ ମୋଟ ୬୬ ପ୍ରକାରର ନିରାମିଷ ଓ ଆମିଷ ବ୍ୟଞ୍ଜନ ଏବଂ ସବୁ ବ୍ୟଞ୍ଜନର ରଙ୍ଗିନ ଫଟୋଚିତ୍ର ସହିତ ଉପାଦେୟ ଘରକରଣା କଥା ଓ ବ୍ୟଙ୍ଗଚିତ୍ର ରହିଛି ।

Report an Error