
ଇତିବୃତ୍ତି (ଦ୍ୱିତୀୟ ଭାଗ)
‘କାଦମ୍ବିନୀ’ରେ ୨୦୦୫ ଜୁଲାଇ ସଂଖ୍ୟାରୁ ୨୦୧୦ ଜୁନ୍ ସଂଖ୍ୟା ଯାଏଁ ପ୍ରକାଶିତ ସମ୍ପାଦକୀୟଗୁଡ଼ିକର ସମାହାର ‘ଇତିବୃତ୍ତି’ର ଦ୍ୱିତୀୟ ଭାଗ ।
Publisher: Kadambini Media Pvt Ltd
Author: ଇତି ସାମନ୍ତ
Digital (PDF)
INR 40.00
ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ରେ ୨୦୦୫ ଜୁଲାଇ ସଂଖ୍ୟାରୁ ୨୦୧୦ ଜୁନ୍ ସଂଖ୍ୟା ଯାଏଁ ପ୍ରକାଶିତ ସମ୍ପାଦକୀୟଗୁଡ଼ିକର ସମାହାର ‘ଇତିବୃତ୍ତି’ର ଦ୍ୱିତୀୟ ଭାଗ । ଆମ ସମକାଳୀନ ସମାଜର ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ ପ୍ରସଙ୍ଗକୁ ନେଇ ଲେଖିକାଙ୍କର ସୁନ୍ଦର ଆଲେଖ୍ୟଗୁଡ଼ିକ ବେଶ୍ ଭାବୋଦ୍ଦୀପକ ଓ ସମ୍ବେଦନାତ୍ମକ ।