ଇତିବୃତ୍ତି (ପ୍ରଥମ ଭାଗ)

‘କାଦମ୍ବିନୀ’ର ପ୍ରଥମ ସଂଖ୍ୟା (ଜୁଲାଇ ୨୦୦୦)ଠାରୁ ୨୦୦୫ ଜୁନ୍‍ ସଂଖ୍ୟା ଯାଏଁ ପ୍ରକାଶିତ ସମ୍ପାଦକୀୟଗୁଡ଼ିକର ସଙ୍କଳିତ ରୂପ ‘ଇତିବୃତ୍ତି’ ।
Author: ଇତି ସାମନ୍ତ
Digital (PDF)
INR 30.00

ଓଡ଼ିଶାର ସର୍ବପ୍ରଥମ ମାସିକ ପାରିବାରିକ ପତ୍ରିକା ‘କାଦମ୍ବିନୀ’ର ପ୍ରଥମ ସଂଖ୍ୟା (ଜୁଲାଇ ୨୦୦୦)ଠାରୁ ୨୦୦୫ ଜୁନ୍‍ ସଂଖ୍ୟା ଯାଏଁ ପ୍ରକାଶିତ ସମ୍ପାଦକୀୟଗୁଡ଼ିକର ସଙ୍କଳିତ ରୂପ ‘ଇତିବୃତ୍ତି’ । ଏସବୁ ସମକାଳୀନ ସାମାଜିକ ଜୀବନ ଉପରେ ଲେଖିକାଙ୍କର ସୂକ୍ଷ୍ମ ଅନୁଭବ, ତୀକ୍ଷ୍‍ଣ ଦୃଷ୍ଟିଭଙ୍ଗୀ ଓ ମୂଲ୍ୟବୋଧଭିତ୍ତିକ ଭାବାବେଗରେ ରଚିତ । ସାଧାରଣ ମଣିଷ ଜୀବନ ପ୍ରତି ଲେଖିକାଙ୍କର ସମ୍ବେଦନଶୀଳ ଦୃଷ୍ଟି ଏସବୁକୁ ଅର୍ଥାବହ ଓ ଗୁରୁତ୍ୱପୂର୍ଣ୍ଣ କରିଛି । ବକ୍ତବ୍ୟଗୁଡ଼ିକ ସରଳ ଓ ସଂକ୍ଷିପ୍ତ; ପାଠକଙ୍କୁ ଆକୃଷ୍ଟ କରିବାରେ ସମର୍ଥ ।

Report an Error