ଚର୍ଚ୍ଚାରେ ଚନ୍ଦ୍ରଶେଖର

ପ୍ରଥିତଯଶା ସାହିତ୍ୟ ସ୍ରଷ୍ଟା, ବାଗ୍ମୀ ଓ ଶିକ୍ଷାବିଦ୍‍ ସ୍ୱର୍ଗତ ଚନ୍ଦ୍ରଶେଖର ରଥଙ୍କ ସାହିତ୍ୟ କୃତି ସମ୍ପର୍କିତ ଆଲୋଚନା, ପ୍ରବନ୍ଧ, ସାକ୍ଷାତକାର, ସମୀକ୍ଷା, ଚିଠି, ଆତ୍ମକଥନ, ରଚନାବଳୀ ସବୁର ସମ୍ପାଦିତ ପୁସ୍ତକ ‘ଚର୍ଚ୍ଚାରେ ଚନ୍ଦ୍ରଶେଖର’ ।
Digital (PDF)
INR 220.00

ପ୍ରଥିତଯଶା ସାହିତ୍ୟ ସ୍ରଷ୍ଟା, ବାଗ୍ମୀ ଓ ଶିକ୍ଷାବିଦ୍‍ ସ୍ୱର୍ଗତ ଚନ୍ଦ୍ରଶେଖର ରଥଙ୍କ ସାହିତ୍ୟ କୃତି ସମ୍ପର୍କିତ ଆଲୋଚନା, ପ୍ରବନ୍ଧ, ସାକ୍ଷାତକାର, ସମୀକ୍ଷା, ଚିଠି, ଆତ୍ମକଥନ, ରଚନାବଳୀ ସବୁର ସମ୍ପାଦିତ ପୁସ୍ତକ ‘ଚର୍ଚ୍ଚାରେ ଚନ୍ଦ୍ରଶେଖର’; ଯାହା ଲେଖକଙ୍କ ସାରସ୍ୱତ ଜୀବନର ବିଭିନ୍ନ ଦିଗକୁ ଦର୍ଶାଇଛି । ବହୁ କୃତବିଦ୍ୟ ଆଲୋଚକ ଓ ସମୀକ୍ଷକଙ୍କ ରଚନାରେ ସମୃଦ୍ଧ ଏହି ଆଲୋଚନା ଗ୍ରନ୍ଥ; ପାଠକ, ଆଲୋଚକ ଓ ଗବେଷକମାନଙ୍କ ନିକଟରେ ବିପୁଳ ଆଦୃତି ଲାଭ କରିଛି ।

Report an Error