
ଅମର ଅକ୍ଷୟ
କିଂବଦନ୍ତି ପୁରୁଷ ଅକ୍ଷୟ ମହାନ୍ତିଙ୍କ ସୃଜନ, ସଙ୍ଗୀତ ଓ ସ୍ମୃତି ସନ୍ତକର ଅନନ୍ୟ ସଂକଳନ ‘ଅମର ଅକ୍ଷୟ’ ।
Publisher: Kadambini Media Pvt Ltd
Digital (PDF)
INR 250.00
କିଂବଦନ୍ତି ପୁରୁଷ ଅକ୍ଷୟ ମହାନ୍ତିଙ୍କ ସୃଜନ, ସଙ୍ଗୀତ ଓ ସ୍ମୃତି ସନ୍ତକର ଅନନ୍ୟ ସଂକଳନ ‘ଅମର ଅକ୍ଷୟ’ । ବହୁ କୃତବିଦ୍ୟ ଆଲୋଚକ ଓ ସମୀକ୍ଷକଙ୍କ ରଚନାରେ ସମୃଦ୍ଧ ତଥା ଅକ୍ଷୟ ମହାନ୍ତିଙ୍କ ଗଳ୍ପ, ଉପନ୍ୟାସ, ଗଜଲର ସୁନ୍ଦର ସମ୍ଭାର ଏହି ସ୍ମୃତି ଗ୍ରନ୍ଥ; ପାଠକ, ଆଲୋଚକ, ଗବେଷକ ତଥା ଅକ୍ଷୟପ୍ରେମୀମାନଙ୍କ ନିମନ୍ତେ ଖୁବ୍ ଉପାଦେୟ ।