ମା’ ମାଟି ପରି ଭାଷା ଜଣେ ବ୍ୟକ୍ତିର ପରିଚୟ । ଭାଷା ହିଁ ଦୁନିଆ ଆଗରେ ପରିଚିତ କରାଏ ଜଣେ ବ୍ୟକ୍ତିକୁ ସେ କେଉଁ ଅଞ୍ଚଳର, କେଉଁ ରାଜ୍ୟର ବା କେଉଁ ଦେଶର । ଅର୍ଥାତ୍ ଭାଷା ହିଁ ଭୂଗୋଳର ପରିଚୟ ଦେଇଥାଏ । ତେଣୁ ନିଜ ନିଜର ଭାଷାକୁ ନେଇ ମଣିଷ ଗର୍ବ କରେ । କାରଣ ଭାଷା ମଣିଷର ପରିଚୟ, ମଣିଷର ସ୍ୱାଭିମାନ, ମଣିଷର ଅସ୍ମିତା ।
To continue reading "‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ", login now.
This page has been protected for subscriber only.