‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ

ଗୋଟିଏ ପତ୍ରିକା ସଫଳତାର ସହ ୨୫ ବର୍ଷରେ ପଦାର୍ପଣ କରି ରୌପ୍ୟଜୟନ୍ତୀ ପାଳନ କରିବା ଆଦୌ ଛୋଟିଆ କଥା ନୁହେଁ । ବରଂ ଏହା ଗର୍ବ ଓ ଗୌରବର କଥା! ଆଉ ଏହି ଗର୍ବ ଗୌରବର ପତ୍ରିକା ହେଉଛି ‘କାଦମ୍ବିନୀ’ ।


ମା’ ମାଟି ପରି ଭାଷା ଜଣେ ବ୍ୟକ୍ତିର ପରିଚୟ । ଭାଷା ହିଁ ଦୁନିଆ ଆଗରେ ପରିଚିତ କରାଏ ଜଣେ ବ୍ୟକ୍ତିକୁ ସେ କେଉଁ ଅଞ୍ଚଳର, କେଉଁ ରାଜ୍ୟର ବା କେଉଁ ଦେଶର । ଅର୍ଥାତ୍‍ ଭାଷା ହିଁ ଭୂଗୋଳର ପରିଚୟ ଦେଇଥାଏ । ତେଣୁ ନିଜ ନିଜର ଭାଷାକୁ ନେଇ ମଣିଷ ଗର୍ବ କରେ । କାରଣ ଭାଷା ମଣିଷର ପରିଚୟ, ମଣିଷର ସ୍ୱାଭିମାନ, ମଣିଷର ଅସ୍ମିତା ।

To continue reading "‘କାଦମ୍ବିନୀ’ର ରୌପ୍ୟଜୟନ୍ତୀ ସମାରୋହ", login now.

This page has been protected for subscriber only.

Report an Error