
ବାକ୍ୟଟି ଦୀର୍ଘ ।
ଯେହେତୁ ପ୍ରସଂଗଟି ସରଳ ନୁହଁ, ସଂକ୍ଷିପ୍ତ ନୁହଁ, ଏବଂ ତେଣୁ ବାକ୍ୟକୁ ଦୀର୍ଘ କରିବା ଉପସ୍ଥିତ ଲେଖକର ଏକ ଚପଳତା, ଅନିବାର୍ଯ୍ୟ ଅକ୍ଷମତା । କ୍ଷମାକରିବେ ।
ମଣିଷ ଯେତେବେଳଠାରୁ ନିଜ ଲେଖାକୁ ସଂରକ୍ଷଣ ଯୋଗ୍ୟ ବୋଲି ମନେକଲା ଅର୍ଥାତ୍ ନିଜର ମନରେ ସେ ଯାହା ଯାହା ରଚନା କରିଛି ତାହା ମଣିଷର ସ୍ୱାଭାବିକ ବିସ୍ମରଣ ପ୍ରକ୍ରିୟାରେ କ୍ରମଶଃ ତାହାର
"ଲେଖନକର୍ମ: ଟାଇମଲାଇନ୍ ଏବଂ ପୃଷ୍ଠଭୂମି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |