ବହିଯୁଗର ଆଦ୍ୟ କଥା

ଦୁଇଟି ମଲାଟ ଭିତରେ ବଂଦୀ ହୋଇ ରହିଥିବା କେତେଗୁଡିଏ ଛପା ଯାଇଥିବା ପୃଷ୍ଠାର ସାମଗ୍ରିକ ସ୍ୱରୂପକୁ ଆମେ ସାଧାରଣରେ ବହିର ପୂର୍ଣ୍ଣ ରୂପ ବୋଲି କହିଥାଉ । ବେଳେବେଳେ ମଲାଟ ନଥାଇ କିଛି ମୁଦ୍ରିତ ପୃଷ୍ଠାକୁ ଏକାଠି ବଂଧା ଯାଇଥିଲେ ବି ଆମେ ତାହାକୁ ବହି ବୋଲି କହିଥାଉ ।


**ଏକ** ବହି କହିଲେ ଆମେ ପ୍ରକୃତରେ କ'ଣ ବୁଝିବା ? ଦୁଇଟି ମଲାଟ ଭିତରେ ବଂଦୀ ହୋଇ ରହିଥିବା କେତେଗୁଡିଏ ଛପା ଯାଇଥିବା ପୃଷ୍ଠାର ସାମଗ୍ରିକ ସ୍ୱରୂପକୁ ଆମେ ସାଧାରଣରେ ବହିର ପୂର୍ଣ୍ଣ ରୂପ ବୋଲି କହିଥାଉ । ବେଳେବେଳେ ମଲାଟ ନଥାଇ କିଛି ମୁଦ୍ରିତ ପୃଷ୍ଠାକୁ ଏକାଠି ବଂଧା ଯାଇଥିଲେ ବି ଆମେ ତାହାକୁ ବହି ବୋଲି କହିଥାଉ । ଏଇ ପ୍ରକାର

"ବହିଯୁଗର ଆଦ୍ୟ କଥା" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ