ଜଣେ ଆତ୍ମଘାତିନୀ କବି

୨୩ ଫିଜରୟ ରୋଡ୍ ର ସେଇ ଫ୍ଲାଟ୍ ରେ ସିଲଭିଆ ପ୍ଲାଥ୍ ଆତ୍ମହତ୍ୟା କରିଥିଲେ । ସିଲଭିଆଙ୍କ ସହିତ ଜଡିତ ଏଇ ଫ୍ଲାଟ୍ ଟି ଅନ୍ୟ ଗୋଟିଏ କାରଣ ପାଇଁ ମଧ୍ୟ ପ୍ରସିଦ୍ଧ । ଏଇ ଫ୍ଲାଟ୍ ରେ ଏକଦା ମହାନ ଆଇରିଶ୍ କବି ଡବଲ୍ୟୁ ବି ୟେଟସ୍ ରହୁଥିଲେ ।


ଫଟାେ - ୱିକିମିଡିଆ
୧୧ ଫେବୃଆରୀ ୧୯୬୩ ମସିହା । ପ୍ରବଳ ଶୀତକାଳ । କବିଙ୍କର ଜନ୍ମସ୍ଥାନ ଆମେରିକାର ବୋଷ୍ଟନ ସହରରେ ଏଇଭଳି ଶୀତକାଳ ବଡ କଷ୍ଟକର । ଏଇଦିନ ଆମର ଜଣେ ପ୍ରିୟ କବି ଆତ୍ମଘାତିନୀ ହୋଇଥିଲେ । ସେଇ ପ୍ରିୟ କବି ଜଣକ ସିଲଭିଆ ପ୍ଲାଥ୍ । ସିଲଭିଆ ପ୍ଲାଥ୍ (୧୯୩୨ - ୧୯୬୩) ପ୍ରସିଦ୍ଧ ଆମେରିକୀୟ କବି । ମାତ୍ର ଏକତିରିଶ ବର୍ଷରେ କବି

"ଜଣେ ଆତ୍ମଘାତିନୀ କବି" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ