ପଛବେଞ୍ଚରେ ସେକ୍ସପିୟର

ସେକ୍ସପିୟର ଙ୍କୁ ନେଇ ପଛବେଞ୍ଚରୁ ବି ବେଳେବେଳେ ଅଜବ ଆଉ ଅସ୍ୱୀକାରଧର୍ମୀ ମନ୍ତବ୍ୟ ଆସିଛି । ପଛବେଞ୍ଚ ଯେ ସବୁବେଳେ ସେକ୍ସପିୟର ଭଳି ଏକ ବୌଦ୍ଧିକ ଆଧିପତ୍ୟର ସାର୍ବଭୌମତ୍ୟକୁ ବିନା ଦ୍ୱିଧାରେ ଗ୍ରହଣ କରିନେବ, ସେକଥା ଆଦୌ ନୁହଁ ।


ଫଟାେ - ୱିକିପିଡିଆ
ସେକ୍ସପିୟର ଙ୍କୁ ନେଇ କିଛି କାହାଣୀ । ଏମିତିରେ ଏଇ ସବୁ କାହାଣୀ ସେକ୍ସପିୟର ଙ୍କର ସେତେ ନୁହଁ, ତାଙ୍କ ମାର୍ଫତରେ କିଛି ନିଜର । ଜଣେ ନିହାତି ସାଧାରଣ ଆଉ ଅନୁଜ୍ଜଳ କିଶୋରଠାରୁ କାହାଣୀଟିର ଆରମ୍ଭ ହେଉ । ସେକ୍ସପିୟର ଆମ୍ଭମାନଙ୍କର ସବୁବେଳେ ଆତଙ୍କ । ବିଶେଷରେ ଯେଉଁମାନଙ୍କର ଶ୍ରେଣୀଗୃହର ପଛବେଞ୍ଚ ସହିତ ଏକପ୍ରକାର ଚିରସ୍ଥାୟୀ ବନ୍ଦୋବସ୍ତର ସଂପର୍କ ସେମାନେ ଅନ୍ୟାନ୍ୟ ବିଷୟରେ ନିଜକୁ ଯେତେ ସ୍ୱାଧୀନ ରାଜପୁତ୍ର

"ପଛବେଞ୍ଚରେ ସେକ୍ସପିୟର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ