
ସାରା ବାର୍ଟମାନ୍ ଇତିହାସର ଏକ ବିରଳ ଉଦାହରଣ ଆଉ ତାହାର ଦୁଃଖ ହେଉଛି ଯେ ସେ ନିଜର ଜୀବନ ଏବଂ ତାହାର ମରଣୋପରାନ୍ତ ସ୍ଥିତି ଏହି ଉଭୟ ଅବସ୍ଥାକୁ ଜଣେ ପାର୍ଥିବ ନାରୀ, ଜଣେ ମଣିଷ ହୋଇ ବି ଏକ ପ୍ରଦର୍ଶନୀ ସୁଲଭ ପଦାର୍ଥ ହିସାବରେ ବିତାଇଛି ।
ସାରା ବାର୍ଟମାନ୍ ର ଦୁଃଖ ସେଦୃଷ୍ଟିରୁ କହିବାକୁ ଗଲେ ଥିଲା କିଛି ପରିମାଣରେ ଈଶ୍ୱର ପ୍ରଦତ୍ତ ଆଉ ଅନେକ ପରିମାଣରେ ପୁରୁଷ
"ସାରା ବାର୍ଟମାନ୍ ର ଦୁଃଖ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |