
ନବବର୍ଷର ସବୁଠାରୁ ସଂକ୍ଷିପ୍ତ ପରିଚିତିଟି ହେଉଛି ଏହା ଏକ ଆରମ୍ଭ ।
ଆରମ୍ଭ କହିଲେ ଆମେ ତତକ୍ଷଣାତ୍ ବୁଝିନେଉ ଏହା ଏକ ପ୍ରକାର ଅଭିଲାପଣ ଯାହା ଆଗରୁ ଆମକୁ ଦେଖାଯାଇନଥିଲା, ଏବେ ଦୃଶ୍ୟ ହେଉଛି । ଦୃଶ୍ୟ ହେବା ପରେ ସେଇ ଆରମ୍ଭଟି ଏକ ଗତିଶୀଳତାକୁ ପ୍ରାପ୍ତ ହେବାକୁ ଲାଗିଛି ଯାହାକୁ ସରଳରେ ଆମେ ଏକ ପ୍ରବାହ ବୋଲି କହିପାରିବା । ଆରମ୍ଭଟିଏ ଆମ ସହିତ ଜଡିତ ହୋଇଗଲେ ବା ଆମେ
"ନବବର୍ଷ: କିଛି ଦର୍ଶନ, କିଛି ଇତିହାସ" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ
ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |