ଲୁ ସୁନ୍, ତାଙ୍କ ଅଦ୍ଭୁତ କଳ୍ପନା ଏବଂ କିଛି କାହାଣୀ ବିଚାର

ଯାହା ପାଖରେ କାହାଣୀ ଅଛି ସେ କାହାଣୀ ଲେଖିପାରେ । ଯିଏ ସେମିତି ଇଚ୍ଛା କରିବ ସେ ସାତତାଳ ପାଣି ସାତତାଳ ପଙ୍କ ଭିତରେ ପଶି ଲହୁଲୁହାଣ ହୋଇ କାହାଣୀର ଜୀବନନାଟିକା ଖୋଜିପାରେ ।


ଫଟାେ - ୱିକିପିଡିଆ
ଲୁ ସୁନ୍ ତଥା ଚାଇନାର ଅଗ୍ରଗଣ୍ୟ କଥାକାର ତଥା କାହାଣୀରେ ଆଧୁନିକତାର ଅନ୍ୟତମ ବାର୍ତ୍ତାବହ ତାଙ୍କର "ଅଦ୍ଭୁତ କଳ୍ପନା" ଶୀର୍ଷକରେ କିଛି ପ୍ରବଚନମାଳା ବା "ମାକ୍ସିମ୍" ରହିଅଛି । ଏହି ପ୍ରବଚନମାଳାରୁ ଆମେ ଊନବିଂଶ ଶତାବ୍ଦୀର ଶେଷ ଭାଗରେ ଜନ୍ମିତ ଜଣେ କଥାକାରର କଳ୍ପନା - ସାମର୍ଥ୍ୟ ତଥା କାହାଣୀ - ଦୃଷ୍ଟିକୁ ଆମେ ଅନେକ ପରିମାଣରେ ବୁଝି ପାରିବା । ଲୁ ସୁନ୍ ଙ୍କ ପ୍ରବଚନମାଳାକୁ ପଢିଲେ ଆମକୁ ଲାଗିବ

"ଲୁ ସୁନ୍, ତାଙ୍କ ଅଦ୍ଭୁତ କଳ୍ପନା ଏବଂ କିଛି କାହାଣୀ ବିଚାର" ପଢିବା ଜାରି ରଖିବାକୁ, ବର୍ତ୍ତମାନ ଲଗ୍ଇନ୍ କରନ୍ତୁ

ଏହି ପୃଷ୍ଠାଟି କେବଳ ହବ୍ ର ସଦସ୍ୟମାନଙ୍କ ପାଇଁ ଉଦ୍ଧିଷ୍ଟ |

ଏକ ତ୍ରୁଟି ରିପୋର୍ଟ କରନ୍ତୁ